Latest Odisha News

BREAKING NEWS

ପିଲାଙ୍କ ଗହଣରେ ଦୀପାବଳି ପାଳନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍କୁଲ ପିଲାମାନଙ୍କ ସହ ପାଳନ କଲେ ଦୀପାବଳି । ଆଜି ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଏସ୍‌ଓଏସ୍‌ ଭିଲେଜରେ ପିଲାଙ୍କ ସହ ବଡ଼ ଖୁସିରେ ଦୀପାବଳି ଉତ୍ସବ ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

BjdElectrycity

ଏହି ଅବସରରେ ନବୀନ ଛୋଟଛୋଟ ପିଲାଙ୍କ ସହ କଥା ହେବାସହ ସେମାନଙ୍କୁ ଉପହାର ମଧ୍ୟ ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ଏହି ଅବସରରେ ଏସ୍‌ଓଏସ୍‌ ପାଇଁ ୨୦ ଲକ୍ଷ ଟଙ୍କା ସହାୟତା ମିଳିବ ଓ ଏହି ଟଙ୍କାରେ ବିକାଶ ମୂଳକ କାମ କରାଯିବ ବୋଲି ଏସ୍‌ଓଏସ୍‌ ଭିଲେଜ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.