ହଷ୍ଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଯୁକ୍ତରାଷ୍ଟ୍ର ଆମେରିକାର ହଷ୍ଟନ ସହରରେ ବହୁ ଚର୍ଚ୍ଚିତ ‘ହାଓଡ଼ି ମୋଦୀ’ କାର୍ଯ୍ୟକ୍ରମରେ ଯୋଗ ଦେବାଲାଗି ହଷ୍ଟନ ସହରରେ ପହଞ୍ଚିଛନ୍ତି ।
Sources: Objective of the meeting was to deepen the energy cooperation of the two sides as part of our strategic energy partnership.CEOs were thankful to the Government for the support and facilitation. https://t.co/dU2J1pru3E
— ANI (@ANI) September 22, 2019
ଆଜି ସମଗ୍ର ହଷ୍ଟନ ସହର ଉତ୍ସବମୁଖର ହୋଇପଡ଼ିଛି । ସେଠାରେ ଥିବା ପ୍ରବାସୀ ଭାରତୀୟମାନେ ଉତ୍ସବସ୍ଥଳୀରେ ଯୋଗଦେବାରେ ଲାଗିଛନ୍ତି । ଚାରିଆଡ଼େ ମୋଦୀ ମୋଦୀ ନାରାରେ କମ୍ପୁଛି ।
ଏହି ବିଶାଳ କାର୍ଯ୍ୟକ୍ରମରେ ପ୍ରାୟ ୭୦ ହଜାର ପ୍ରବାସୀ ଭାରତୀୟଙ୍କ ସମେତ ଆମେରେକୀୟ ଯୋଗଦେବେ । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ ଯୋଗଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।
Comments are closed.