ନୂଆଦିଲ୍ଲୀ: ମୁଁ ୨୪ ଘଂଟା ଆପଣଙ୍କ ସହ ଉପଲବ୍ଧ ରହିଛି । କୋଭିଡ-୧୯କୁ ନେଇ ଯେକୌଣସି ମୁଖ୍ୟମନ୍ତ୍ରୀ କିଛି ପ୍ରସ୍ତାବ କିମ୍ବା କିଛି କହିବାକୁ ଚାହୁଁଥିଲେ ମୋତେ ସିଧାସଳଖ କହିପାରିବେ । ଆମେ କାନ୍ଧକୁ କାନ୍ଧରେ ମିଶାଇ ଚାଲିବା ଉଚିତ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସ ମୁକାବିଲା ନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରିଥିବା ଭିଡିଓ କନଫରେନ୍ସିଂ ବୈଠକରେ କହିଛନ୍ତି ।
ଏହି ଭିଡିଓ କନଫରେନସିଂ ବେଳେ ମୁଖ୍ୟମନ୍ତ୍ରୀମାନଙ୍କର ଅନେକ ପ୍ରସ୍ତାବ ଉପରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ଏପ୍ରିଲ ୧୪ରେ ପ୍ରଥମ ଲକଡାଉନ୍ ଅବଧି ଶେଷ ହେଉଛି ଆଉ ତିନି ସପ୍ତାହ ଲକଡାଉନ୍ ବଢ଼ାଇବାକୁ ଅନେକ ରାଜ୍ୟ ପ୍ରସ୍ତାବ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଏ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ।
ସୂଚନା ମୁତାବକ ଦେଶରେ ଏଯାଏଁ ମହାମାରୀ କରୋନା ଭୂତାଣୁରେ ୭,୪୦୦ ଜଣ ସଂକ୍ରମିତ ହୋଇଛନ୍ତି । ଏଥିସହ ୨୩୯ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।
BREAKING NEWS
- ଶିକ୍ଷା ବ୍ୟବସ୍ଥାର ଅବ୍ୟବସ୍ଥା ମଧ୍ୟରେ ନୂଆ ନୀତି; ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ଚିନ୍ତା ବୃଦ୍ଧି..
- Revenue Service: ହ୍ବାଟସଆପରେ ହେବ ରାଜସ୍ୱ ସେବା ସମ୍ପର୍କିତ ଅଭିଯୋଗ ଗ୍ରହଣ
- Palasa- Ichchapuram: ଭାରତୀୟ ରେଳବାଇର ସ୍ପଷ୍ଟୀକରଣ;ପ୍ରଭାବିତ ହେବନାହିଁ ପୂର୍ବତଟ ରେଳବାଇର ରାଜସ୍ବ ଆୟ
- ଧୋନୀ କେବେ ଖେଳିବେ କହିଲେ ରିତୁରାଜ
- ବେଙ୍ଗାଲୁରୁ-ଦିଲ୍ଲୀ ଇଣ୍ଡିଗୋ ବିମାନରେ ବୋମା ଧମକ…
- ବିପୁଳ ପରିମାଣର କଫ୍ ସିରଫକୁ ଚାଲାଣ ବେଳେ ଜବତ, ୨ ଅଟକ
- Bengali actor Rahul death:ବଙ୍ଗୀୟ ଅଭିନେତା ରାହୁଲଙ୍କ ମୃତ୍ୟୁ ମାମଲା; ପତ୍ନୀ ୫ ଜଣଙ୍କ ବିରୋଧରେ ଏତଲା ଦେଲେ
- ହାଇଦ୍ରାବାଦକୁ ହରାଇଲା ଲକ୍ଷ୍ନୌ: ପନ୍ତଙ୍କ ଅର୍ଦ୍ଧଶତକ
- ୧୪ ମ୍ୟାଚରେ ୬ ଥର ଶୂନରେ ଆଉଟ ହେଲେଣି ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ
- Fuel crunch amid Iran war:ନେପାଳରେ ପେଟ୍ରୋଲିୟମ ଅଭାବ; ସରକାର ପ୍ରତି ସପ୍ତାହରେ ୨ ଦିନ ଛୁଟି କଲେ ଘୋଷଣା
Comments are closed.