ନୂଆଦିଲ୍ଲୀ: ଆଜି ଅପରାହ୍ନ ୫ ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଏ ନେଇ ସୋମବାର ପିଏମଓ ପକ୍ଷରୁ ଟୁଇଟ୍ ଜରିଆରେ ଏକ ସୂଚନା ପ୍ରଦାନ କରାଯାଇଛି। ଏହି ସୂଚନାରେ କୁହାଯାଇଛି ଯେ ପିଏମ୍ ମୋଦୀ ଆଜି ସନ୍ଧ୍ୟା ୫ ଟାରେ ଅଭିଭାଷଣ ଦେବେ।
BREAKING NEWS
- ଘରୋଇ ସ୍କୁଲରେ ଗଣଦୁଷ୍କର୍ମ ଅଭିଯୋଗ, ୪ ଶିକ୍ଷକ ଓ ଜଣେ ପିଅନ ଗିରଫ
- Donald Trump’s New Global Tariff: ସୁପ୍ରିମକୋର୍ଟଙ୍କ ଆଦେଶକୁ ନାହିଁ ଟ୍ରମ୍ପଙ୍କ ଖାତିର, ପୁଣି ବିଶ୍ୱ ଶୁଳ୍କକୁ ୧୫ ପ୍ରତିଶତକୁ କଲେ ବୃଦ୍ଧି
- NASA’s Artemis II mission: ଶେଷ ମୁହୂର୍ତ୍ତରେ କାହିଁକି ଅଟକିଲା ନାସାର ଚନ୍ଦ୍ର ଅଭିଯାନ?
- ୮ ଜିଲ୍ଲାରେ ସୃଷ୍ଟି ହେବ ୯ ହଜାର ନିଯୁକ୍ତି, ଉପକୃତ ହେବେ ରାଜ୍ୟବାସୀ
- ଆଫଗାନିସ୍ତାନ ଭିତରେ ପଶି ଏୟାର୍ ଷ୍ଟ୍ରାଇକ୍ କଲା ପାକିସ୍ତାନ, ୨୮ ମୃତ
- ଭିଜିବ ଉପକୂଳ ଓଡିଶା; ବିଜୁଳି, ଘଡ଼ଘଡ଼ି ସହ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି
- Horrific Accident: ଟ୍ରେଲର ସହ ବୋଲେରୋ ଧକ୍କା; ୫ ପୋଲିସ କର୍ମଚାରୀ ମୃତ, ୨ ଗୁରୁତର
- Fire In Vegitable Market: ପରିବା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ, ୬୦ରୁ ଉର୍ଦ୍ଧ୍ବ ପରିବା ଦୋକାନ ଜଳି ପାଉଁଶ
- କୋଟିଏରୁ ଅଧିକ ଟଙ୍କା ସାଇବର ଠକେଇ ଅଭିଯୋଗରେ ଜଣେ ଗିରଫ
- ଭାରତ ଓ ବ୍ରାଜିଲ ମଧ୍ୟରେ ୩ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ
Comments are closed.