ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଦେଶବ୍ୟାପୀ ଜନତା କର୍ଫ୍ୟୁ ପାଳନ କରାଯାଉଛି । ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଘୋଷଣା କରିଥିବା ଲକ୍ଡାଉନ୍ ମଧ୍ୟ ଜାରି ରହିଛି । ଏହି ସମୟରେ ସରକାରୀ ନିର୍ଦ୍ଦେଶ ମାନିବାକୁ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି । ଯଦି କେହି ସରକାରୀ ନିର୍ଦ୍ଦେଶକୁ ଅବମାନନା କରନ୍ତି ତେବେ ତାଙ୍କ ବିରୋଧ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।
ଜନତା କର୍ଫୁୃ୍ୟ ସତ୍ତ୍ୱେ ଅନେକ ଲୋକେ ବାଇକ ଧରି ସହର ସାରା ବୁଲୁଛନ୍ତି । ସେମାନଙ୍କୁ ପୋଲିସ ବାରଣ କରିଛି, ନମାନିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସିପି କହିଛନ୍ତି । ଯଦି ନିହାତି ଜରୁରୀ ଅଛି ତାହାଲେ ବାଇକରେ ନଯାଇ ଲୋକେ ଚାଲିକି ଯାଆନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।
ପରିବାରର ମଧ୍ୟରୁ କେବଳ ଜଣେ ବ୍ୟକ୍ତି ବାହାରକୁ ଯାଇ ଆବଶ୍ୟକୀୟ ସାମଗ୍ରୀ ଆଣନ୍ତୁ । ଘରକୁ ଫେରି ହାତ ଗୋଡ ଭଲଭାବେ ଧୁଅନ୍ତୁ । ପରିବାରଠାରୁ ଦୂରରେ ରହିଥିବା ବ୍ୟକ୍ତି ଘରକୁ ଫେରନ୍ତୁ ନାହିଁ ବୋଲି ସିପି କହିଛନ୍ତି ।
BREAKING NEWS
- ବାତ୍ୟା ଆଶଙ୍କାରେ ବଦଳିଲା ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତସୂଚୀ
- ପ୍ରତ୍ୟାବର୍ତ୍ତନର ପ୍ରତିଶ୍ରୁତି ଦେଇ ପରେ ଫୋନ୍ ଉଠାଇ ନଥିଲେ କୋହଲି ? ଅମିତଙ୍କ ବଡ଼ ଖୁଲାସା !
- ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ଓ ଟୋଲ୍ ଫ୍ରି ନମ୍ବର ବ୍ୟବସ୍ଥା
- ସମ୍ଭାବ୍ୟ ବାତ୍ୟା ମଧ୍ୟରେ ତୋରଣ ଶୀଘ୍ର ଖୋଲିବାକୁ ନିର୍ଦ୍ଦେଶ
- ଜାପାନର ହିନା ଅକିଚିଙ୍କୁ ହରାଇ ଫ୍ରେଞ୍ଚ ଓପନ୍ର ଫାଇନାଲରେ ପ୍ରବେଶ କଲେ ପି.ଭି. ସିନ୍ଧୁ
- ୧୬ ବର୍ଷ ପରେ ମଧ୍ୟ ସମୁଦ୍ରରେ ଜୀବନ୍ତ ତେଲ ଦୁର୍ଘଟଣାର ବିଷ: ସାମୁଦ୍ରିକ ପରିବେଶ ପାଇଁ ଏକ ବଡ଼ ଚେତାବନୀ
- ଷ୍ଟ୍ରିଂ ଥିଓରୀର ଅଗ୍ରଦୂତ ଅଶୋକ ସେନଙ୍କୁ ଓସ୍କାର କ୍ଲାଇନ ମେଡାଲ୍
- ବାରହା ଫାଶ ନେଲା ଯୁବକଙ୍କ ଜୀବନ
- ୨୭ ରନ୍ କରି ଇତିହାସ ରଚିଲେ ଅଭିଷେକ : ଟି-ଟ୍ୱେଣ୍ଟି କ୍ରିକେଟରେ କଲେ ଏହି ବିଶ୍ୱ ରେକର୍ଡ
- ଶାନ୍ତି ବଣ୍ଡରେ ସ୍ୱାକ୍ଷର କରିବାକୁ ମନା କଲେ ନେହା ବୋରା

Comments are closed.