ସୁବର୍ଣ୍ଣପୁର: ଗଛରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। ସୁବର୍ଣ୍ଣପୁର ଜିଲ୍ଲା ସଦର ଥାନା ପଡିଆଝୁଲି ଗାଁ ରେ ଏପରି ଅଘଟଣ ଘଟିଛି।ପାଖ ଜଙ୍ଗଲରେ ଥିବା ସାଗୁଆନ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହକୁ ସଦର ପୋଲିସ ଉଦ୍ଧାର କରିଛି ।ମୃତ ଯୁବକ ଜଣକ ଝାଡଖଣ୍ଡ ସିଂହଡା ଗାଁ ର ଜୀବନ ମଳ ବୋଲି ଜଣାପଡିଛି। ସେ ଦୀର୍ଘଦିନ ହେଲା ସୋନପୁରରେ ରହି ଶ୍ରମିକ ଭାବେ କାମ କରୁଥିଲେ। ସେପଟେ ମୃତକଙ୍କ ଘରକୁ ପୋଲିସ ଖବର ପଠାଇଛି। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରି ପୋଲିସ ତଦନ୍ତ ଜାରି ରଖିଛି।
BREAKING NEWS
- PM Modi: ଏହି ତିନି ଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ; ଫୋକସରେ ବିଶ୍ୱାସ,ବିକାଶ ଏବଂ ରଣନୈତିକ ସହଭାଗୀତା
- Tej Pratap Yadav announced: ତେଜ ପ୍ରତାପ ଯାଦବଙ୍କ ବଡ଼ ଘୋଷଣା;ମୋ ଦଳ ବଙ୍ଗଳା ଓ ୟୁପି …
- semiconductor manufacturing units: ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ନିର୍ମାଣ ୟୁନିଟ୍ ଖୋଲିବାକୁ ମିଳିଛି ମଞ୍ଜୁରି: ଅଶ୍ୱିନୀ ବୈଷ୍ଣବ
- Census of India 2027: ୨ଟି ପର୍ଯ୍ୟାୟରେ ହେବ ଜନଗଣନା….୧୨ହଜାର କୋଟି ବଜେଟ୍ ମଞ୍ଜୁର
- CoughSyrup Seized: ବିପୁଳ ପରିମାଣର କଫସିରପ୍ ଜବତ; ୨ ଅଭିଯୁକ୍ତ ଗିରଫ
- International Badminton Tournament:ଓଡିଶା ମାଷ୍ଟର୍ସ ୨୦୨୫:ସେମି ଫାଇନାଲରେ ପହଞ୍ଚିଲେ ତସନିମ,ରୋନକଙ୍କ ସମେତ ଏହି ଭାରତୀୟ ଖେଳାଳୀ…
- ଈ-ସିଗାରେଟ୍ କ’ଣ ? TMC ସାଂସଦଙ୍କ ଉପରେ ଅଭିଯୋଗ ପରେ ଜାଣନ୍ତୁ ରୋଚକ କଥା
- ଜୀବନ ବଞ୍ଚାଇବ ଆଣ୍ଡ୍ରୋଏଡ୍, ସ୍ମାର୍ଟଫୋନରେ ଆସିଲା Emergency Live Video
- Odisha Eco-Retreat: ‘ଆମର ଲକ୍ଷ୍ୟ ଏସିଆର ଶ୍ରେଷ୍ଠ ୫ Eco Cultural Tourism Hub ମଧ୍ୟରେ ସ୍ଥାନ ହାସଲ’
- ଦୁନିଆର ସବୁଠାରୁ ଦାମୀ ଅଣ୍ଡା ଦେଉଥିବା କୁକୁଡ଼ା, ଯାହାର ମୂଲ୍ୟ ୪୦ ହଜାର !
Comments are closed.