ଭୁବନେଶ୍ୱର: ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ସୋମବାର ରାତିରେ ଭୁବନେଶ୍ୱର ବିଭିନ୍ନ ହୋଟେଲରେ ପୋଲିସ ଚଢାଉ କରିଛି । କ୍ୟାପିଟାଲ ଥାନା, ଖାରବେଳନଗର ଥାନା, ଲକ୍ଷ୍ମୀସାଗର ଓ ଶହୀଦନଗର ଥାନା ଅଞ୍ଚଳରେ ମିଳିତ ଭାବେ ପୋଲିସ ଚଢାଉ କରାଯାଇଥିଲା । ଏହି ଚଢାଉରେ ବଛା ବଛା ଅଫିସରକୁ ନେଇ ଗଠିତ ଟିମ୍ -୬୦ ଓ ସିଟିଏସ ଫୋର୍ସ ସାମିଲ ହୋଇଥିଲେ । ବିଶେଷକରି ବିଭିନ୍ନ ହୋଟେଲରେ ଗେଷ୍ଟ ଲିଷ୍ଟ ଯାଞ୍ଚ କରାଯାଇଥିଲା । ସେଫ୍ ସିଟି ଡ଼୍ରାଇଭ ଅଧୀନରେ ଏହି ଚଢାଉ କରାଯାଇଥିଲା ।
ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଅପରାଧୀଙ୍କ କାର୍ଯ୍ୟକଳାପ ଆଶଙ୍କା କରି ପୋଲିସ ପକ୍ଷରୁ ବ୍ୟାପକ ଭାବେ ଏହି ଚଢାଉ କରାଯାଇଛି ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.