ମୁମ୍ବାଇ: ଗ୍ଲାମରକୁ ବ୍ୟବସାୟରେ ବ୍ୟବହାର କରି ଚର୍ଚ୍ଚାରେ ରହୁଥିବା ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେ ନୂଆ ବର୍ଷ ପୂର୍ବରୁ ଏକ ଅଜବ ନିଷ୍ପତି ନେଇଛନ୍ତି । ପୁନମ ତାଙ୍କର ଇନଷ୍ଟାଗ୍ରାମ ଆଂକାଉଟ ଡିଲିଟ କରି ଦେଇଛନ୍ତି । ଯାହା କି ପ୍ରଶଂସକମାନଙ୍କୁ ନିରାଶ କରିଛି । ପୁନମ ଏ ନେଇ କୌଣସି ମନ୍ତବ୍ୟ ଦେଇ ନ ଥିବାରୁ ଏହାର ସତ୍ୟତା ନେଇ ଏବେ ମଧ୍ୟ ସନ୍ଦେହ ରହିଛି ।
ସୋସିଆଲ ସାଇଟରେ ସବୁବେଳେ ଆକ୍ଟିଭ ରହୁଥିବା ପୁନମ ଏ ଭଳି ନିଷ୍ପତି ନେବେ ତାହା କେହି କେବେ ଭାବି ନ ଥିଲେ । ତାଙ୍କ ପତି ସାମ୍ ବମ୍ବେଙ୍କ ଆକାଂଉଟ ଓପନ ରହିଛି । ପ୍ରଶଂସକମାନେ ତାଙ୍କୁ ଟୁଇଟରରେ ଫଲୋ କରିପାରିବେ ।
Comments are closed.