Latest Odisha News

BREAKING NEWS

ଭୁବନେଶ୍ୱର ଓ କଟକରେ ଆଜି ବନ୍ଦ ରହିବ ବିଦ୍ୟୁତ ସେବା, ଜାଣନ୍ତୁ କେଉଁଠି

ଭୁବନେଶ୍ୱର: ଭୁବନେଶ୍ୱର, କଟକ ଓ ପୁରୀ ଜିଲ୍ଲାରେ ରବିବାର ଦିନ ତଥା ଡିସେମ୍ବର ୧୫ ତାରିଖରେ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରାବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା କରାଯାଇଛି । ମରାମତି ଜନିତ କାର୍ଯ୍ୟ ଲାଗି ଉକ୍ତ ଅଞ୍ଚଳ ଗୁଡିକରେ କିଛି ସମୟ ପାଇଁ ବିଦ୍ୟୁତ୍ ସେବା ବନ୍ଦ କରାଯାଉଥିବା ଜଣାପଡିଛି ।

ଜାଣନ୍ତୁ, ଭୁବନେଶ୍ୱର, ପୁରୀ, କଟକ, ଢେଙ୍କାନାଳ ଓ ନୟାଗଡ଼ର କେଉଁସବୁ ସ୍ଥାନରେ ଆଜି ବନ୍ଦ ରହିବ ବିଦ୍ୟୁତ୍ ସେବା

ଭୁବନେଶ୍ୱର

ୟୁନିଟ୍-୫ ଅଞ୍ଚଳ, ଏଚଓଡି, ସର୍କିଟ ହାଉସ, ର୍ନିମାଣ ସୌଧ, ରଘୁନାଥପୁର, ତାରିଣୀ ବିହାର, ମାରୁତି ରେସିଡନ୍ସୀ, ନନ୍ଦନକାନନ, ଜିଡିଏସ ଟାଓ୍ବର (ସକାଳ ୮ଟାରୁ ୧ଟା ଯାଏଁ)

ଲକ୍ଷ୍ମୀସାଗର ଭିଲ୍ଲା, ଷ୍ଟେଜ ୨ ଚୌଧୁରୀ ବିଲ୍ଡିଂ (ସକାଳ ୯ଟାରୁ ଦିନ ୩ଟା ଯାଏଁ)

କଟକ

ଟାଉନ୍ ହଲ୍, ନରାଜ୍ (ସକାଳ ୯ଟାରୁ ଦିନ ୨ଟା ଯାଏଁ)

ଖପୁରିଆ, ନେତାଜୀ ନଗର, ବାଲିସାହି, ନୂଆପଡ଼ା, ଓଜିପି (ସକାଳ ୯ଟାରୁ ଅପରାହ୍ନ ୫ଟା ଯାଏଁ)

ପୁରୁଣା ତିଗିରିଆ, ବଳେଇସହି (ସକାଳ ୮ଟାରୁ ଦିନ ୧୨ଟା ଯାଏଁ)

ଗୋପାଳପୁର, ଜରିପଦା, ଉର୍ଲି, ସାଇଣ୍ଡା (ଦିନ ୧୦ ଟାରୁ ଅପରାହ୍ନ ୪ଟା ଯାଏଁ)

ଢେଙ୍କାନାଳ

ଢେଙ୍କାନାଳ, ଗଣ୍ଡିଆ (ସକାଳ ୯ଟାରୁ ଅପରାହ୍ନ ୫ଟା ଯାଏଁ)

ପୁରୀ

ହରିପୁର, ରେଞ୍ଜ, ଖେଲାର (ଦିନ ୧୦ଟାରୁ ଦିନ ୧୨ଟା ଯାଏଁ)

କେସୁରା, ବନମାଳୀ ପୁର, ବାଳକାଟି, ବିଲିପାଟନା (ସକାଳ ୮ଟାରୁ ଅପରାହ୍ନ ୫ଟା ଯାଏଁ)

ନୟାଗଡ଼

ସରଙ୍କୁଲ୍, ଓଡ଼ଗାଁ ଓ ହରିପୁର (ସକାଳ ୮ଟାରୁ ଦିନ ୧ଟା ଯାଏଁ)

Leave A Reply

Your email address will not be published.