ଭୁବନେଶ୍ୱର/କଟକ: ଭୁବନେଶ୍ୱର ଓ କଟକରେ ଆସନ୍ତା ଡିସେମ୍ବର ୨୨ ତାରିଖରେ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରାବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା କରାଯାଇଛି ।
ମରାମତିଜନିତ କାର୍ଯ୍ୟ ଲାଗି ଉକ୍ତ ଅଞ୍ଚଳ ଗୁଡିକରେ କିଛି ସମୟ ପାଇଁ ବିଦ୍ୟୁତ୍ ସେବା ବନ୍ଦ କରାଯାଉଥିବା ଜଣାପଡିଛି ।
ଜାଣନ୍ତୁ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ ଓ କଟକର କେଉଁସବୁ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ୍ ସେବା…(୨୨.୧୨.୨୦୧୯)
ଭୁବନେଶ୍ୱର
ମାଳି ସାହି, ଜନପଥ (ସକାଳ ୮ଟାରୁ ଦିନ ୧୨ଟା ଯାଏଁ)
ବିଡିଏ କଲୋନୀ,ରେଳବିହାର, ନାବାର୍ଡ, ୟୁନିଟ ୫ ଅଞ୍ଚଳ, ଏଚଓଡି, ସର୍କିଟ ହାଉସ, ନିର୍ମାଣ ଶୌଧ (ସକାଳ ୮ଟାରୁ ଦିନ ୧ଟା ଯାଏଁ)
କଟକ
ଖପୁରିଆ (ଦିନ ୧୦ଟାରୁ ଅପରାହ୍ନ ୪ଟା ଯାଏଁ)
ଖୁଣ୍ଟୁଣି, ନାରଙ୍ଗବସ୍ତା, ନୂଆପାଟଣା (ସକାଳ ୭ଟାରୁ ଦିନ ୧୨ଟା ଯାଏଁ)
ଚାରବାଟିଆ, ଚୌଦ୍ୱାର, ଖୁଣ୍ଟୁଣି (ଦିନ ୧୦ ଟାରୁ ଅପରାହ୍ନ ୪ଟା ଯାଏଁ)
ପୁରୀ
ଭାରତିପୁର, ଡେଲାଙ୍ଗ, ପିପିଲି (ସକାଳ ୮ଟାରୁ ଦିନ ୧୨ଟା ଯାଏଁ)
ଢେଙ୍କାନାଳ
ଦେଉଳ ସାହି, ଢେଙ୍କାନାଳ (ସକାଳ ୯ଟାରୁ ଦିନ ୩ଟା ଯାଏଁ)
Comments are closed.