Latest Odisha News

BREAKING NEWS

ଆସନ୍ତାକାଲି ଏହିସବୁ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ ସରବରାହ !

ଭୁବନେଶ୍ୱର: ମରାମତି କାର୍ଯ୍ୟ ନିମନ୍ତେ ମଙ୍ଗଳବାର ଦିନ ଭୁବନେଶ୍ୱର, କଟକ, ଢେଙ୍କାନାଳ ଓ ନୟାଗଡ଼ର ଏହିସବୁ ଅଞ୍ଚଳରେ ବିଦ୍ୟୁତସେବା ବନ୍ଦ ରହିବା ନେଇ ସେସୁ ପକ୍ଷରୁ ସୂଚନା ଜାରି ହୋଇଛି ।

ଭୁବନେଶ୍ୱର- ସହରାଞ୍ଚଳ( ଅର୍ବାନ)

ଭିଏସଏସ ନଗର, ଜ୍ଞାନଭାରତୀ, ସତ୍ୟ ନଗର- ସକାଳ ୮ ଟାରୁ ମଧ୍ୟାହ୍ନ ୧୨ ଟା

କଟକ-ସହରାଞ୍ଚଳ (ଅର୍ବାନ)

ମହାନଦୀ ବିହାର, ନୟା ବଜାର- ଦିନ ୧୦ ଟାରୁ ୨ ଟା

ଢେଙ୍କାନାଳ:

ଢେଙ୍କାନାଳ ଟାଉନ, ଜୋରନ୍ଦା, ସପ୍ତଶଯ୍ୟା, ଗୋବିନ୍ଦପୁର, ଦେଉଳିସାହି- ସକାଳ ୯ ଟାରୁ ଅପରାହ୍ନ ୪ ଟା।

ନୟାଗଡ଼:

ଇଟାମାଟି, ବୋଲଗଡ଼, ସୁନାଖଳା- ସକାଳ ୮ ଟାରୁ ୨ ଟା

Leave A Reply

Your email address will not be published.