Latest Odisha News

BREAKING NEWS

ଆଉ ନାହାନ୍ତି ପ୍ରଭାତ ସାମନ୍ତରାୟ

କେନ୍ଦ୍ରାପଡା: ଆଉ ନାହାନ୍ତି ପୂର୍ବତନ ବିଜେଡି ସାଂସଦ ପ୍ରଭାତ ସାମନ୍ତରାୟ । ୭୮ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ହୋଇଛି ।

ତେବେ ଓଡ଼ିଶା ରାଜନୀତିରେ ବିଜେଡିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ପ୍ରଭାତ କୁମାର ସାମନ୍ତରାୟ । ବିଜେଡିର ଜଣେ ସାଂସଦ ଭାବରେ ଦୁଇ ଦୁଇଥର ନିର୍ବାଚିତ ହୋଇଛନ୍ତି ପ୍ରଭାତ । ୧୯୯୮ ଓ ୧୯୯୯ରେ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀରୁ ୧୨ଶ ଏବଂ ୧୩ଶ ଲୋକସଭାରୁ ନିର୍ବାଚିତ ହୋଇଥିଲେ ।

Leave A Reply

Your email address will not be published.