ପଦ୍ମପୁର: ବରଗଡ଼ ଜିଲ୍ଲାର ପଦ୍ମପୁର ଆସନ ପାଇଁ ଉପନିର୍ବାଚନ ଲାଗି ନାମାଙ୍କନ ଦାଖଲ କଲେନି ପ୍ରଦୀପ ପୁରୋହିତ । ବିଜେପିରୁ ପ୍ରାର୍ଥୀ ଭାବେ ତାଙ୍କ ନାଁ ଘୋଷଣା କରାଯାଇଥିଲା । ପୂର୍ବରୁ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲେ ସୁଦ୍ଧା ଆଜି ନାମାଙ୍କନ ଦାଖଲ ନକରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସେ ଫେରିଆସିଛନ୍ତି । ଚାଷୀଙ୍କ ସମସ୍ୟାର ସମାଧାନ ହୋଇନଥିବା ଯୋଗୁଁ ସେ ନାମାଙ୍କନ ସ୍ଥଗିତ କରିଛନ୍ତି । ,ଚାଷୀମାନେ ତାଙ୍କୁ ନାମାଙ୍କନ ଦାଖଲ ନକରିବାକୁ ନିବେଦନ କରିଥିଲେ ବୋଲି ଗଣମାଧ୍ୟମକୁ ସେ କହିଛନ୍ତି ।
BREAKING NEWS
- ସ୍ବାମୀ ଅସଲି ପୋଲିସ୍ କନେଷ୍ଟବଳ: ସ୍ତ୍ରୀ ଚଲାଇଥିଲେ ନକଲି କାରନାମା
- ଏହି ୪ ଜିଲ୍ଲାରେ କାଳବୈଶାଖୀ….ଆଗାମୀ ୩ ଘଣ୍ଟା ପାଇଁ ଜାରି ହେଲା ଆଲର୍ଟ
- ଶ୍ରୀମନ୍ଦିର ପତିତପାବନ ବାନା ନେଇ ଉଡିଗଲା ଚିଲ !
- ଫୋନ୍ କଲ ନିଶାରେ ଛୁଆକୁ ଭୁଲିଗଲା ମା’, ଆଜିର ଅଭିଭାବକ କେତେ ଦାୟିତ୍ବସମ୍ପନ୍ନ ?
- ‘ରେଖାଙ୍କ ସ୍ବାମୀ ଚଳାଉଛନ୍ତି ଦିଲ୍ଲୀ ସରକାର’- ଅଭିଯୋଗ ଆଣିଲେ ଆତିଶୀ
- ବ୍ୟାଙ୍କର କେଉଁ ସ୍କିମ୍ ଆପଣଙ୍କ ପାଇଁ ଭଲ? ଜାଣନ୍ତୁ ସବୁଠୁ ଲାଭଦାୟକ ଯୋଜନା
- ମ୍ୟାଚ ପୂର୍ବରୁ ୪ ଦିନ ଜ୍ୱରରେ କମ୍ପୁଥିଲେ ଅଭିଷେକ
- ଲକ୍ଷେ ଛୁଇଁବ କି ଗୋଲ୍ଡ ପ୍ରାଇସ? ଜାଣନ୍ତୁ ଆଜି କେତେ ରହିଛି ମୂଲ୍ୟ..
- ଲାଗୁ ହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ: ୟୁନିଭରସିଟିକୁ ମିଳିବ ଅଧିକ ସ୍ୱାୟତ୍ତତା
- ଅଣ୍ଟା ସଳଖିଛି କି ନାହିଁ ପୁଣି ଭୂକମ୍ପରେ ଥରିଲା ମିଆଁମାର: ଗତ ମାସ ଝଟକାରେ ଯାଇଥିଲା ହଜାର ଜୀବନ
Comments are closed.