Latest Odisha News

BREAKING NEWS

ବିଜେପି ଉଡାଇଲା ବିଜୟ ଧ୍ୱଜା ,ଅନୁଗୁଳରେ ପ୍ରତାପ ପ୍ରଧାନ ବିଜୟୀ

ଅନୁଗୁଳ: ଅନୁଗୁଳରେ ବାଜିମାତ୍ କଲା  ବିଜେପି । ଓଡ଼ିଶା ବିଧାନସଭା ନିର୍ବାଚନ ଫଳାଫଳ ନେଇ ଭୋଟ ଗଣତି ଜାରି ରହିଛି। ଶାସକ ଦଳ ବିଜେଡ଼ିକୁ ବିଜେପି ଚଳିତ ଥର କଡ଼ା ଟକ୍କର ଦେଇଛି। ଅନୁଗୁଳରେ ବିଜୟୀ ହୋଇଛନ୍ତି ପ୍ରତାପ ପ୍ରଧାନ ।

ପ୍ରାରମ୍ଭିକ ପର୍ଯ୍ୟାୟରୁ ହିଁ ସେ ବିଜେଡି ପ୍ରାର୍ଥୀ ସଞ୍ଜୁକ୍ତା ସିଂଙ୍କଠାରୁ ଆଗରେ ରହିଆସୁଥିଲେ । ଶେଷରେ ସଞ୍ଜୁକ୍ତାଙ୍କୁ ପଛରେ ପକାଇ ବିଜୟୀ ହୋଇଛନ୍ତି ପ୍ରତାପ ପ୍ରଧାନ ।

Leave A Reply

Your email address will not be published.