Latest Odisha News

BREAKING NEWS

ମହାମାରୀ‌ ଚାପରୁ ମୁକ୍ତି ପାଇବା ପାଇଁ ନୂଆ ଥେରାପି ବାହାର କରିଛନ୍ତି ଅଭିନେତ୍ରୀ ପ୍ରୀତି ଜିଣ୍ଟା

ନୂଆଦିଲ୍ଲୀ: ମହାମାରୀ ଏବଂ ଲକଡାଉନ୍ ଆମ ଜୀବନର ପଦ୍ଧତିକୁ ଅନେକ ମାତ୍ରାରେ ବଦଳାଇଦେଇଛି। କିନ୍ତୁ ଏପରି କଠିନ ସମୟ ଦେଇ ଗତି କରିବାର ଏକମାତ୍ର ମନ୍ତ୍ର ହେଉଛି ନିଜ ଉପରେ ବିଶ୍ୱାସ କରିବା ଏବଂ ଏକ ସକାରାତ୍ମକ ମନୋଭାବ ଆଣିବା।

ତେବେ ଏହି ମହାମାରୀ ଚାପରୁ ମୁକ୍ତି ପାଇବା ପାଇଁ ବଲିଉଡ୍‌ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏକ ନୂଆ ଉପାୟ ବାହାର କରିଛନ୍ତି। ଏହି ବିଶେଷ ଉପାୟଟି ହେଉଛି “ଲାଫ୍ଟର ଥେରାପି”।

ନିକଟରେ ଇନଷ୍ଟାଗ୍ରାମରେ ଏକ ପୁଲ୍ ପାଖରେ ନିଜର ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି ପ୍ରୀତି ଜିଣ୍ଟା। ଯେଉଁଥିରେ ସେ କ୍ୟାପସନ୍ ଦେଇଛନ୍ତି, “ହସ ସର୍ବଦା ସର୍ବୋତ୍ତମ ଚିକିତ୍ସା। ବିଶେଷ କରି ଏଭଳି ଜଟିଳ ସମୟରେ ଚାପମୁକ୍ତ ହେବାର ଏହା ହେଉଛି ଏକ ସୁନ୍ଦର ଉପାୟ।

Leave A Reply

Your email address will not be published.