ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି । ପଶ୍ଚିମ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ସୁଖ ଶାନ୍ତି କାମନା କରିଛନ୍ତି ।
ନୂଆଖାଇ ଜୁହାର।
ନୂଆଖାଇ ଅବସରରେ ମୁଁ ଓଡ଼ିଶାର ଭାଇ ଓ ଭଉଣୀ ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳର ଭାଇ ଓ ଭଉଣୀ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି।
ସ୍ନେହ,ଶ୍ରଦ୍ଧା ଓ ସୌହାର୍ଦ୍ଦ୍ୟର ଏହି ଅନନ୍ୟ ଗଣପର୍ବ ସମସ୍ତଙ୍କ ପାଇଁ ସୁଖ,ଶାନ୍ତି ଓ ସମୃଦ୍ଧି ଆଣୁ,ଏହା ମୋର ଆନ୍ତରିକ କାମନା।— President of India (@rashtrapatibhvn) September 1, 2022
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଠିନ ପରିଶ୍ରମୀ ଚାଷୀ ଭାଇ ମାନଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଦେଶବାସୀଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବାରେ ସେମାନଙ୍କ ଭୂମିକା ଅବର୍ଣ୍ଣନୀୟ ବୋଲି ଲେଖିଛନ୍ତି ।
Nuakhai Juhar! Best wishes to everyone on this special day. This is an occasion to express gratitude to our hardworking farmers for their exemplary work in feeding our nation. May our society scale new heights of progress and may everyone be happy as well as healthy.
— Narendra Modi (@narendramodi) September 1, 2022
Nuakhai Juhar!
This festival celebrating nature’s bounty symbolises our deep bond with mother earth that nourishes us. My profound gratitude to our industrious farmers who are the cornerstone of India’s food security. May this festival bring prosperity and happiness to all.
— Vice President of India (@VPSecretariat) September 1, 2022
କୃଷକଙ୍କ ସମୃଦ୍ଧତା ଏବଂ ସବୁଜତା ସହିତ ଜଡ଼ିତ ନୁଆଁଖାଇ ପର୍ବ ଓଡ଼ିଶାର ଜୀବନ୍ତ ସାଂସ୍କୃତିକ ପରମ୍ପରାର ପ୍ରତୀକ ଅଟେ।
ନୁଆଁଖାଇ ପର୍ବ ଅବସରରେ ଓଡ଼ିଶାର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭକାମନା । pic.twitter.com/wll7FTtEdf
— Amit Shah (@AmitShah) September 1, 2022
ନୂଆଁଖାଇ ଜୁହାର୍ ?
ନୂଆଁଖାଇ ଅବ୍ସର୍ ଥି ଗୁରୁଜନ୍, ଦାଦା- ଭାଏ ଆଉ ମାଁ- ବହେନ୍ ମାନ୍କୁଁ ନୂଆଁଖାଇ ଜୁହାର୍ ଜନଉଁଛେଁ । ନୂଆଁଖାଇ ଆପଣ୍ ମାନକଁର୍ ଜୀବନ୍ ଥି ଆଉ ପରିବାର୍ ଥି ଶାନ୍ତି, ସମୃଦ୍ଧି ସାଙ୍ଗେ ଖୁସି ଆଉ ଆନନ୍ଦ୍ ଆନୁ । #NuaKhai pic.twitter.com/nu9yyijILx
— Dharmendra Pradhan (@dpradhanbjp) September 1, 2022
Comments are closed.