Latest Odisha News

BREAKING NEWS

“ଦ ହ୍ୱାଇଟ୍ ଟାଇଗର”ରେ ଆସୁଛନ୍ତି ପ୍ରିୟଙ୍କା ଚୋପ୍ରା !

ମୁମ୍ବାଇ: ନୂଆ ପ୍ରୋଜେକ୍ଟରେ ନଜର ଆସିବେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ୍ । ଫିଲ୍ମର ଟାଇଟଲ ରହିଛି ‘ଦ ହ୍ୱାଇଟ୍ ଟାଇଗର’ । ଏ ନେଇ ଖୋଦ ପ୍ରିୟଙ୍କା ସୋସିଆଲ ମିଡିଆରେ କନଫର୍ମ କରିବା ସହ ଫିଲ୍ମର ପୋଷ୍ଟର ବି ଶେୟାର କରିଛନ୍ତି ।

ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ରମନ ବାହାରାନୀ । ତେବେ ବଲିଉଡର କେଉଁ ସୁପରଷ୍ଟାର ନୁହେଁ ବରଂ ମଲ୍ଟି ଟ୍ୟାଲେଣ୍ଟେଡ ତଥା ଭର୍ସାଟାଇଲ୍ ଆକ୍ଟର ରାଜକୁମାର ରାଓ ତାଙ୍କ ବିପକ୍ଷରେ ପ୍ରଥମ ଥର ପାଇଁ ନଜର ଆସିବେ । ଅନ୍ୟପଟେ ଆଦର୍ଶ ଗୌରଭ ପ୍ରମୁଖ ଭୂମିକାରେ ଦେଖାଦେବେ ।

 

View this post on Instagram

 

In #TheWhiteTiger, I play the role of Pinky madam, who is a first generation immigrant in the US. She is in India with her husband, who is travelling for business. And then… life changes! Pinky madam is such a specific character, to play her unravelling in the story was such a joy. This is a story that needs to be told and it comes alive with its characters so compellingly in Ramin’s hands. The White Tiger, coming soon to Netflix globally. ?- @khamkhaphotoartist @netflixfilm   @netflixqueue   @netflix_in   @gouravadarsh   @rajkummar_rao   @vjymaurya @maheshmanjrekar @mukul.deora   @Ava   @purplepebblepictures    @tessjosephcasting @tessjoseph19 @srishtibehlarya #AravindAdiga

A post shared by Priyanka Chopra Jonas (@priyankachopra) on

ଫିଲ୍ମଟି ନ୍ୟୁ ୟର୍କ ଟାଇମ୍ସର ବେଷ୍ଟ ସେଲର୍ ନୋଭେଲ ଉପରେ ଆଧାରିତ । ଯେଉଁଥିରେ ଏକ ପରିବାର ଓ ଜଣେ ବ୍ୟକ୍ତିର ଦୁର୍ଦ୍ଦଶାର ଚିତ୍ର ଦେଖିବାକୁ ମିଳିବ । ଫିଲ୍ମର କାହାଣୀ ଶକ୍ତିଶାଳୀ, ଅସହଜ ଓ ମନୋରଂଜକ ବୋଲି ପ୍ରିୟଙ୍କା ପ୍ରକାଶ କରିଛନ୍ତି । ନେଟ୍‌ଫ୍ଲିକ୍ସ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଥିବା ଏହି ଫିଲ୍ମରେ ରାଜକୁମାର ଓ ପ୍ରିୟଙ୍କା ଦମ୍ପତ୍ତି ଭାବେ ନଜର ଆସିବେ ।

 

View this post on Instagram

 

So proud to present the first look of THE WHITE TIGER – directed, written, and produced by Ramin Bahrani, based on The New York Times Bestseller and the 2008 Man Booker Prize-winning novel.  This is a story about a family and the plight of one man – Balram Halwai played by Adarsh Gourav, one of the most talented newcomers I’ve ever worked with, and one of the most remarkable performances I’ve seen in a long time. Balram’s rise from a poor villager to successful entrepreneur in modern India showcases how hunger and the lack of opportunity can build and drive a human being’s animal instinct of survival. Rajkumar Rao, already one of the most prolific actors in India, will showcase depths very few can. The film is powerful. It will make you uncomfortable, and most importantly it will entertain you.   Coming soon to Netflix globally.  ?- @khamkhaphotoartist @netflixfilm   @netflixqueue   @netflix_in   @gouravadarsh   @rajkummar_rao   @vjymaurya @maheshmanjrekar @mukul.deora   @Ava   @purplepebblepictures    @tessjosephcasting @srishtibehlarya #AravindAdiga

A post shared by Priyanka Chopra Jonas (@priyankachopra) on

୨୦୦୮ରେ ପ୍ରକାଶିତ ‘ଦ ହ୍ୱାଇଟ୍ ଟାଇଗର’ ନୋଭେଲରେ ଗାଁରୁ ଆସିଥିବା ଜଣେ ବ୍ୟକ୍ତିର କାହାଣୀକୁ କେନ୍ଦ୍ରୀତ କରିଥିଲା । ଗାଁରୁ ଆସିଥିବା ସେହି ବ୍ୟକ୍ତି ଦୃଢ ଇଛାଶକ୍ତି ବଳରେ ନିଜକୁ ସଫଳ କରାଇପାରିଥିଲା । ହେଲେ ପରେ ସାଜିଥିଲା ହତ୍ୟାକାରୀ । ଅନୁମାନ କରାଯାଉଛି କିଛି ଏପରି କାହାଣୀ ନେଇ ପ୍ରିୟଙ୍କା ଓ ରାଜକୁମାରଙ୍କ କେମିଷ୍ଟ୍ରୀ ଦର୍ଶକଙ୍କୁ ଇମ୍ପ୍ରେସ୍ କରିବ ।

Leave A Reply

Your email address will not be published.