ଭୁବନେଶ୍ୱର: ଜାତୀୟ ସିନିୟର ମହିଳା ଟି୨୦ ଚ୍ୟାଲେଞ୍ଜର୍ସ ଟ୍ରଫି ପାଇଁ ଆଜି ଖେଳାଳି ଚୟନ କରାଯାଇଛି । ରାୟପୁରରେ ନଭେମ୍ବର ୨୦ରୁ ୨୬ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ । ଭାରତ ଏ, ଭାରତ ବି, ଭାରତ ସି ଓ ଭାରତ ଡି ଭାବେ ୪ଟି ଟିମ ଗଠନ କରାଯାଇଛି । ଓଡିଶାର ପ୍ରିୟଙ୍କା ପ୍ରିୟଦର୍ଶନୀ ଭାରତ ଡି ଟିମରେ ସ୍ଥାନ ପାଇଛନ୍ତି । ଏହି ଟିମର ନେତୃତ୍ୱ ନେବେ ସ୍ନେହ ରାଣା ।
ଭାରତ ଏ : ପୁନମ ଯାଦବ (ଅଧିନାୟିକା), ମୁସ୍କାନ ମଲିକ, ହର୍ଲିନ ଦେଓଲ, ସଜାନା ଏସ, ଅମନଜ୍ୟୋତ କୌର, ଦିଶା କାସାଟ, ଶ୍ରେୟାଙ୍କ ପାଟିଲ, ସାଇକା ଆଇଜାକ, ମେଘନା ସିଂ, କେ.ଅଞ୍ଜଳୀ ଶ୍ରାବଣୀ, ସାହାନା ପାୱାର, ନୁହଝାଟ ପରୱିନ, ଶିବାଲୀ ଶିନ୍ଦେ, ଏସ.ଅନୁଷା ।
ଭାରତ ବି: ଦୀପ୍ତି ଶର୍ମା (ଅଧିନାୟିକା), ଶେଫାଳୀ ବର୍ମା, ଧାରା ଗୁଜ୍ଜର, ଯୁବଶ୍ରୀ, ଅରୁନ୍ଧତି ରେଡ୍ଡୀ, ନିଶୁ ଚୌଧୁରୀ, ହୁମାଇରା କାଜି, ଦେବୀକା ବୈଦ୍ୟ, ସୋନାଲ କଲାଲ, ମୋନିକା ପଟେଲ, ସୁମନ ମୀନା, ସିମ୍ରନ ଦିଲ ବାହାଦୂର, ତାନିୟା ଭାଟିଆ, ଲକ୍ଷ୍ମୀ ଯାଦବ ।
ଇଣ୍ଡିଆ ସି: ପୂଜା ବସ୍ତ୍ରକାର (ଅଧିନାୟିକା), ଏସ.ମେଘନା, ପ୍ରିୟା ପୁନିଆ, ସିମ୍ରନ ଶେଖ, ତରୁନ୍ନୁମ ପଠାନ, କିରନ ନାଭଗିରେ, ଅଞ୍ଜଳି ସିଂ, ରାଶି କାନୋଜିଆ, ସାରାଣ୍ୟ ଗଡୱାଲ, କୀର୍ଥୀ ଜେମ୍ସ, କୋମଲ ଜାନଜାଦ, ଆଜମା ସାଙ୍ଗମା, ରିଚା ଘୋଷ, ମାଡିୱାଲ ମାମାଥ ।
ଇଣ୍ଡିଆ ଡି: ସ୍ନେହ ରାଣା (ଅଧିନାୟିକା) । ଜେମିମା ରୋଡ୍ରିଗ୍ୟୁଜ, ଜସିଆ ଅଖତାର, ଅଶ୍ୱିନୀ କୁମାରୀ, ଦୟାଲାନ ହେମଲତା, ୟାସ୍ତିକା ଭାଟିଆ, ପ୍ରିୟଙ୍କା ପ୍ରିୟଦର୍ଶନୀ, ଶିଖା ପାଣ୍ଡେ, ଶ୍ରଦ୍ଧା ପୋଖରକାର, ରେଣୁକା ସିଂ ଠାକୁର, ରାଜେଶ୍ୱରୀ ଗାଏକ୍ୱାଡ ଅପମା ମଣ୍ଡଳ, ସୁଶମା ବର୍ମା ।
BREAKING NEWS
- ଭାରତ-ବାଂଲାଦେଶ ବିବାଦରେ ପାକିସ୍ତାନର ଏଂଟ୍ରି
- Vande Mataram: ସମସ୍ତ ଶିକ୍ଷାନୁଷ୍ଠାନରେ ସାମୂହିକ ବନ୍ଦେ ମାତରମ୍ ଗାନ କଲେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ
- ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ବାକିତକ ମ୍ୟାଚରୁ ଓହରିଲେ ୱାଶିଂଟନ ସୁନ୍ଦର
- ସଫଳ ହେବ କି PSLV ମିଶନ ? ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା ରକେଟ୍
- ଇରାନ ଉତ୍ତେଜନା: ୫୩୮ଜଣଙ୍କ ମୃତ୍ୟୁ, ୧୦ ହଜାରରୁ ଊର୍ଦ୍ଧ୍ୱ ଗିରଫ
- Golden Globe Awards 2026: ଓୱେନ୍ କୁପର୍ଙ୍କୁ ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାର
- ସୋଲାନରେ ଅଗ୍ନିକାଣ୍ଡ: ଶିଶୁ ମୃତ, ୯ ଆହତ
- ‘ମୁଁ ହେଇଥିଲେ, ଇରାନୀ ନେତାଙ୍କୁ ହତ୍ୟା କରିଥାନ୍ତି,’ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଖାମେନେଇଙ୍କୁ ଦେଲେ ଆଶ୍ଚର୍ଯ୍ୟଜନକ ଧମକ…
- ଡ୍ୟୁଟି ବେଳେ ହୋମଗାର୍ଡଙ୍କ ମୃତ୍ୟୁ
- ISRO ଉତ୍କ୍ଷେପଣ କଲା PSLV-C62 ରକେଟ୍ ‘ଅନ୍ୱେଷା’
Comments are closed.