ଭୁବନେଶ୍ୱର: ଜାତୀୟ ସିନିୟର ମହିଳା ଟି୨୦ ଚ୍ୟାଲେଞ୍ଜର୍ସ ଟ୍ରଫି ପାଇଁ ଆଜି ଖେଳାଳି ଚୟନ କରାଯାଇଛି । ରାୟପୁରରେ ନଭେମ୍ବର ୨୦ରୁ ୨୬ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ । ଭାରତ ଏ, ଭାରତ ବି, ଭାରତ ସି ଓ ଭାରତ ଡି ଭାବେ ୪ଟି ଟିମ ଗଠନ କରାଯାଇଛି । ଓଡିଶାର ପ୍ରିୟଙ୍କା ପ୍ରିୟଦର୍ଶନୀ ଭାରତ ଡି ଟିମରେ ସ୍ଥାନ ପାଇଛନ୍ତି । ଏହି ଟିମର ନେତୃତ୍ୱ ନେବେ ସ୍ନେହ ରାଣା ।
ଭାରତ ଏ : ପୁନମ ଯାଦବ (ଅଧିନାୟିକା), ମୁସ୍କାନ ମଲିକ, ହର୍ଲିନ ଦେଓଲ, ସଜାନା ଏସ, ଅମନଜ୍ୟୋତ କୌର, ଦିଶା କାସାଟ, ଶ୍ରେୟାଙ୍କ ପାଟିଲ, ସାଇକା ଆଇଜାକ, ମେଘନା ସିଂ, କେ.ଅଞ୍ଜଳୀ ଶ୍ରାବଣୀ, ସାହାନା ପାୱାର, ନୁହଝାଟ ପରୱିନ, ଶିବାଲୀ ଶିନ୍ଦେ, ଏସ.ଅନୁଷା ।
ଭାରତ ବି: ଦୀପ୍ତି ଶର୍ମା (ଅଧିନାୟିକା), ଶେଫାଳୀ ବର୍ମା, ଧାରା ଗୁଜ୍ଜର, ଯୁବଶ୍ରୀ, ଅରୁନ୍ଧତି ରେଡ୍ଡୀ, ନିଶୁ ଚୌଧୁରୀ, ହୁମାଇରା କାଜି, ଦେବୀକା ବୈଦ୍ୟ, ସୋନାଲ କଲାଲ, ମୋନିକା ପଟେଲ, ସୁମନ ମୀନା, ସିମ୍ରନ ଦିଲ ବାହାଦୂର, ତାନିୟା ଭାଟିଆ, ଲକ୍ଷ୍ମୀ ଯାଦବ ।
ଇଣ୍ଡିଆ ସି: ପୂଜା ବସ୍ତ୍ରକାର (ଅଧିନାୟିକା), ଏସ.ମେଘନା, ପ୍ରିୟା ପୁନିଆ, ସିମ୍ରନ ଶେଖ, ତରୁନ୍ନୁମ ପଠାନ, କିରନ ନାଭଗିରେ, ଅଞ୍ଜଳି ସିଂ, ରାଶି କାନୋଜିଆ, ସାରାଣ୍ୟ ଗଡୱାଲ, କୀର୍ଥୀ ଜେମ୍ସ, କୋମଲ ଜାନଜାଦ, ଆଜମା ସାଙ୍ଗମା, ରିଚା ଘୋଷ, ମାଡିୱାଲ ମାମାଥ ।
ଇଣ୍ଡିଆ ଡି: ସ୍ନେହ ରାଣା (ଅଧିନାୟିକା) । ଜେମିମା ରୋଡ୍ରିଗ୍ୟୁଜ, ଜସିଆ ଅଖତାର, ଅଶ୍ୱିନୀ କୁମାରୀ, ଦୟାଲାନ ହେମଲତା, ୟାସ୍ତିକା ଭାଟିଆ, ପ୍ରିୟଙ୍କା ପ୍ରିୟଦର୍ଶନୀ, ଶିଖା ପାଣ୍ଡେ, ଶ୍ରଦ୍ଧା ପୋଖରକାର, ରେଣୁକା ସିଂ ଠାକୁର, ରାଜେଶ୍ୱରୀ ଗାଏକ୍ୱାଡ ଅପମା ମଣ୍ଡଳ, ସୁଶମା ବର୍ମା ।
BREAKING NEWS
- Powerful Bombs: ଆହୁରି ଭୟଙ୍କର ହୋଇପାରେ ଇରାନ ଯୁଦ୍ଧ? ଇସ୍ରାଏଲକୁ ୪୦ ହଜାର ବମ୍ ଦେବେ ଟ୍ରମ୍ପ!
- ଓରାଙ୍ଗଉଟାନ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି ବିଶେଷଜ୍ଞ ଟିମ୍
- ମୋଦୀଙ୍କୁ ସାହାଯ୍ୟ ମାଗିବାର କିଛି ଦିନ ଭିତରେ ମିଳିଲା ନ୍ୟାୟ: ସମାଧାନ ହେଲା ମୁମ୍ବାଇର ବହୁ ଚର୍ଚ୍ଚିତ ଜମି ବିବାଦ ମାମଲା
- କୁକୁର ନା ବିରାଡ଼ି କାମୁଡ଼ା, କିଏ ଅଧିକ ବିପଜ୍ଜନକ? ଜାଣନ୍ତୁ ଏନେଇ କ’ଣ କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ
- ଆକାଶରେ ଫାଟିଲା ଟାୟାର, ବିମାନ ଭିତରେ ଖସିପଡ଼ିଲା ଛାତ: ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଛାତିଥରା ଭିଡିଓ
- ସଲମାନଙ୍କ ଦୁଃଖ ଭରା ପୋଷ୍ଟ ନା ଆଗାମୀ ଫିଲ୍ମ ‘ସିକନ୍ଦର’ର ପ୍ରମୋସନ୍? ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର
- ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବ: ତରଳୁଛି ହିମାଳୟର ଗ୍ଲେସିୟର, ବିପଦରେ ଭାରତର ୨୦ ପ୍ରତିଶତ ଜିଡିପି
- ଘୂର୍ଣ୍ଣିବଳୟ ସକ୍ରିୟ; ରାଜ୍ୟର ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା
- ବେକାରୀ ହାର ନେଇ ନୂଆ ସର୍ଭେ ରିପୋର୍ଟ: ସହର ତୁଳନାରେ ଗ୍ରାମାଞ୍ଚଳରେ ସୃଷ୍ଟି ହେଲା ଅଧିକ ନିଯୁକ୍ତି ସୁଯୋଗ
- ଭଦ୍ରକରେ ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ; କୁକୁଡ଼ା ଦୋକାନୀ ମୃତ, ଜଣେ ଗୁରୁତର

Comments are closed.