ଆଠଗଡ଼: ଧବଳେଶ୍ୱର ପୀଠ ମୁଖ୍ୟ ରାସ୍ତାରେ ୧୪୪ ଧାରା ଜାରି । କାର୍ତ୍ତିକ ପୂର୍ଣ୍ଣିମା ଯାଏ କଟକଣା ଜାରି କଲା ପ୍ରଶାସନ । ପାଇକରାପୁର ଛକରୁ ମଞ୍ଚେଶ୍ୱର ଛକ ଯାଏ ୧୪୪ ଧାରା ଜାରି କରାଯାଇଛି । କାର୍ତ୍ତିକ ପୂର୍ଣ୍ଣିମା ଓ ବଡ଼ଓଷା ପାଇଁ ଧବଳେଶ୍ୱର ପୀଠରେ ଭକ୍ତଙ୍କ ସମାଗମ ହୋଇଥାଏ । ଏବର୍ଷ କରୋନା କଟକଣା ସହ ଧବଳେଶ୍ୱର ପୀଠରେ କାର୍ତ୍ତିକ ପୂର୍ଣ୍ଣିମା ପାଳିତ ହେବ । ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ଆଗୁଆ ପଦକ୍ଷେପ ନେଇଛି ।
BREAKING NEWS
- Man With Uterus: ବାପା ହୋଇପାରିବେ କି ନାହିଁ କରିବାକୁ ଯାଇଥିଲେ ଟେଷ୍ଟ…ଜଣାପଡିଲା ପେଟରେ ଅଛି ଗର୍ଭାଶୟ!
- ଦ୍ୱିତୀୟ ପର୍ଯ୍ୟାୟ ବିଏଡ୍ ନାମଲେଖା ପାଇଁ ବିଜ୍ଞପ୍ତି;୨୦ ଯାଏ ଆବେଦନ
- ବାରମ୍ବାର ଅଗ୍ନିକାଣ୍ଡ ପରେ କଡା ଆକ୍ସନ: ୧ ନମ୍ବର ହାଟରେ ଚାଲିଛି ଉଚ୍ଛେଦ
- ଓରାଙ୍ଗଉଟାନ୍ ଉଦ୍ଧାରସ୍ଥଳରେ ବାଡ଼, ନିଷିଦ୍ଧ ଅଞ୍ଚଳ ଘୋଷଣା
- BRICS Gala Dinner: ଜିନପିଙ୍ଗ-ପୁଟିନଙ୍କ ସହିତ…ବିଶ୍ୱନେତା ଖାଇବେ ଭାରତୀୟ ସ୍ୱାଦ! BRICS ଗାଲା ଡିନର ପଛରେ ରହିଛି ବଡ଼ କୂଟନୈତିକ କାହାଣୀ
- BRICS Media kit: ବ୍ରିକ୍ସ ମିଡିଆ କିଟରେ କୋରାପୁଟ କଫି…ଅନ୍ତର୍ଜାତୀୟ ଅତିଥିଙ୍କୁ ‘ଇଣ୍ଡିଆ କାହାଣୀ’ କହୁଛି ବିହାର ଛତୁଆରୁ ଗୁଜରାଟୀ ହସ୍ତଶିଳ୍ପର ଉପହାର
- ୫୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ JMFC କୋର୍ଟ କିରାଣୀ
- Putin in Delhi: ଭାରତରେ ଭ୍ଲାଦିମିର ପୁଟିନ, ମୋଦିଙ୍କ ସହ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ, ସୁଖୋଇରୁ କ୍ରୁଡ୍ ଅଏଲ ପର୍ଯ୍ୟନ୍ତ ହୋଇପାରେ ବଡ ଡିଲ୍!
- ଅଧିକ ଦେଶୀ ଘିଅ ଖାଇବା ଦ୍ୱାରା ପିତ୍ତକୋଷରେ ପଥର ହୁଏ କି? ଜାଣନ୍ତୁ ମୁଖ୍ୟ କାରଣ..
- ଗ୍ରାହକଙ୍କୁ ବଡ଼ ଝଟକା! ଆଜିଠୁ ୫ ଦିନ ବନ୍ଦ ରହିବ ବ୍ୟାଙ୍କିଙ୍ଗ୍ ସେବା

Comments are closed.