ପୁରୀ: ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଫିସିଆଲ ଟ୍ୱିଟର ଆକାଂଉଟ ହ୍ୟାକ ହୋଇଛି । ଚୀନର କୌଣସି ଏକ ହ୍ୟାକର ଏହା କରିଥିବା ପ୍ରାରମ୍ଭିକ ସୂଚନାରୁ ମିଳିଛି । ଆକାଂଉଟ ହ୍ୟାକ ହେବା ପରେ ଜିଲ୍ଲାପାଳ ସଙ୍ଗେ ସଙ୍ଗେ ତଦନ୍ତ ପାଇଁ ଆଇଟି ସେଲକୁ ନିର୍ଦ୍ଦେଶ ଦେଇଛନ୍ତି । ଅପରାହ୍ନରେ ଏହା ହ୍ୟାକ ହୋଇଥିବା ଜଣାପଡିଛି । ହ୍ୟାକର ଜିଲ୍ଲାପାଳଙ୍କ କେତେକ ଟୁଇଟକୁ ରିଟ୍ୱିଟ କରିଛି । ଏହା ବ୍ୟତୀତ କେତେକ କାର୍ଟୁନ ଫଟୋ ମଧ୍ୟ ଶେୟାର କରିଛି । ଶେଷ ରିପୋର୍ଟ ପର୍ଯ୍ୟନ୍ତ ଆକାଂଉଟକୁ ହ୍ୟାକିଂରୁ ମୁକ୍ତ କରାଯାଇ ପାରି ନାହିଁ । ହ୍ୟାକରର ପ୍ରୋଫାଇଲ ଫଟୋରେ ୟିନ ୟାଙ୍ଗ ଗ୍ୟାଙ୍ଗ ଲେଖାଯାଇଛି ।
BREAKING NEWS
- Iran Protest: ଇରାନରେ ଅଶାନ୍ତି ନେଇ ଚିନ୍ତିତ ଭାରତୀୟ ଅଭିଭାବକ, କାଶ୍ମୀର ଛାତ୍ରମାନଙ୍କୁ ଫେରାଇ ଆଣିବା ପାଇଁ ମୋଦି ସରକାରଙ୍କୁ କଲେ ଆବେଦନ…
- NIAର ନୂଆ ଡିଜି ଭାବେ ରାକେଶ ଅଗରୱାଲ ନିଯୁକ୍ତ
- US Suspended Visa: ରୁଷ ଏବଂ ଇରାନ ସମେତ ଏହି ୭୫ ଟି ଦେଶର ଲୋକ ଯାଇପାରିବେନି ଆମେରିକା, ଭିସା ଉପରେ ଲାଗିଲା ରୋକ୍…
- Odisha Highcourt: ଦୀର୍ଘ ଦିନର ଶାରୀରିକ ସମ୍ପର୍କକୁ ‘ଜବରଦସ୍ତି’ କୁହାଯିବ ନାହିଁ: ହାଇକୋର୍ଟ
- US-Denmark-Greenland Dispute: ଗ୍ରୀନଲ୍ୟାଣ୍ଡକୁ ନେଇ ବିବାଦୀୟ ବିବୃତ୍ତି ଜାରି କଲେ ଟ୍ରମ୍ପ
- ଧାନ କିଣା ସମସ୍ୟା: ୨ ଦିନିଆ ପଶ୍ଚିମ ଓଡ଼ିଶା ଗସ୍ତରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ
- ଅସ୍ଥିର ଇରାନ: ହଠାତ୍ ବନ୍ଦ କଲା ଆକାଶ ମାର୍ଗ, ଯାତ୍ରା ପରାମର୍ଶ ଜାରି କଲେ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ
- Lingaraj Temple: ସ୍ୱାଭାବିକ ଭାବରେ ଚାଲିଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଗ୍ରୀନଲ୍ୟାଣ୍ଡକୁ ସୈନ୍ୟ ପଠାଇବେ ଜର୍ମାନୀ, ଫ୍ରାନ୍ସ : ଆମେରିକା ବିରୁଦ୍ଧରେ ଏକତ୍ରିତ ହେଉଛନ୍ତି ୟୁରୋପୀୟ ଦେଶ
- BMC Election: ବିଏମସି ସମେତ ୨୯ଟି ନଗର ନିଗମ ପାଇଁ ଆଜି ମତଦାନ
Comments are closed.