Latest Odisha News

BREAKING NEWS

ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ପୁରୀ-ପାଟନା ଏକ୍ସପ୍ରେସ ଟ୍ରେନ

ପୁରୀ: ଆଜି ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ପୁରୀ-ପାଟନା ଏକ୍ସପ୍ରେସ ଟ୍ରେନ। ସାକ୍ଷୀଗୋପାଳ ବୀରାରାମଚନ୍ଦ୍ରପୁର ନିକଟରେ । ଟ୍ରେନ ଲାଇନ ପାର୍‌ ହେବା ବେଳେ ଟ୍ରାକ୍ଟରଟି ଟ୍ରାକ୍‌ରେ ଅଟକି ଯାଇଥିଲା । ଫଳରେ ଦ୍ରୁତଗତିରେ ଆସୁଥିବା ପୁରୀ-ପାଟନା ଏକ୍ସପ୍ରେସ ର ଧକ୍କାରେ ଟ୍ରାକ୍ଟର ଚୁରମାର ହୋଇଯାଇଛି।

ଏହି ଦୁର୍ଘଟଣାଟି ସାକ୍ଷୀଗୋପାଳ ବୀରାରାମଚନ୍ଦ୍ରପୁର ନିକଟରେ ଘଟିଛି । ତେବେ ଏହି ଦୁର୍ଘଟଣାରେ କେହି କେହି ମୃତାହତ ହୋଇ ନଥିବା ସୂଚନା ରହିଛି ।

 

 

Comments are closed.