Latest Odisha News

BREAKING NEWS

ଶରଧାବାଲିରେ ୩ ରଥ, ଘଣ୍ଟଘଣ୍ଟା ଓ ହୁଳହୁଳିରେ କମ୍ପୁଛି ପରିବେଶ

ପୁରୀ: ଶରଧାବାଲିରେ ପହଞ୍ଚିଲା ୩ ରଥ। ଘଣ୍ଟଘଣ୍ଟା, ହୁଳହୁଳି, ହରିବୋଲରେ ପ୍ରକମ୍ପିତ ହେଉଛି ଶରଧାବାଲି। ଦର୍ଶନ ପାଇଁ ଶରଧାବାଲିରେ ବଢୁଛି ଭକ୍ତଙ୍କ ସମାଗମ।

ସମସ୍ତ ତିନୋଟି ରଥ ବର୍ତ୍ତମାନ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ଶରଧାବାଲିରେ ଅଟକି ରହିଛି। ତାଳଧ୍ୱଜ ଓ ଦର୍ପଦଳନ ପରେ ଶରଧାବାଲିରେ ପହଞ୍ଚିଥିଲା ଜଗନ୍ନାଥଙ୍କ ନନ୍ଦିଘୋଷ ରଥ।

 

Comments are closed.