ଭୁବନେଶ୍ୱର : ଭୁବନେଶ୍ୱର ରାଜଭବନ ପରିସରରେ ଆର୍ .ପି ଗୁପ୍ତାଙ୍କ ପୁସ୍ତକ ‘ଟର୍ଣ୍ଣ ଆରାଉଣ୍ଡ ଇଣ୍ଡିଆ ୨୦୨୦’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଯୋଗ ଦେଇ କହିଲେ ଯେ ବ୍ୟକ୍ତି ବିକାଶ ହିଁ ରାଷ୍ଟ୍ର ନିର୍ମାଣର ଆଧାର ହେବା ଆବଶ୍ୟକ।
ଅନ୍ୟତମ ଅତିଥି ଭାବରେ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଯୋଗଦେଇ ଭାରତୀୟ ଅର୍ଥନୀତିର ଉତ୍ସାହ ଜନକ ଅଭିବୃଦ୍ଧିରେ ଓଡ଼ିଶାର ପ୍ରଗତି ବିଷୟରେ ସୂଚନା ଦେଇଥିଲେ। ସାମ୍ବାଦିକ ଅକ୍ଷୟ ସାହୁ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।
Comments are closed.