Latest Odisha News

BREAKING NEWS

ମାର୍ଚ୍ଚରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି !

ଭୁବନେଶ୍ୱର: ମାର୍ଚ୍ଚ ମାସରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି । କଂଗ୍ରେସ କରିବ ବିଶାଳ ସମାବେଶ । ଏଥିରେ ସାମିଲ ହେବେ ରାହୁଲ ଗାନ୍ଧି । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ସମାବେଶ ହେବ । ଏନେଇ ସୂଚନା ଦେଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । କଂଗ୍ରେସର ୨ଟି ସାଙ୍ଗଠନିକ ଜିଲ୍ଲା ବୃଦ୍ଧି ପାଇଛି । ୩୩ ବଦଳରେ ୩୫ ହୋଇଛି ସାଙ୍ଗଠନିକ ଜିଲ୍ଲା ସଂଖ୍ୟା । ମୟୂରଭଞ୍ଜ ଓ ଗଞ୍ଜାମ ହେବ ନୂଆ ସାଙ୍ଗଠନିକ ଜିଲ୍ଲା । ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଥିଲା । ଏହାପରେ ରାଜ୍ୟରେ ତୃଣମୂଳସ୍ତରରେ ସଂଗଠନକୁ ସଜାଡିବା ଆରମ୍ଭ କରିଛି କଂଗ୍ରେସ ।

Leave A Reply

Your email address will not be published.