Latest Odisha News

BREAKING NEWS

ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯାତନା ଘଟଣା, ଯିଏ ଦୋଷୀ ସେ ଦଣ୍ଡ ପାଇବ:କମିଶନ ଅଧ୍ୟକ୍ଷା 

ଭୁବନେଶ୍ୱର: ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଯୌନ ନିର୍ଯାତନା ଘଟଣା । ଏନେଇ ତଦନ୍ତ ଜାରି ରହିଛି । ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ସୁଲୋଚନା ଦାସ ଆଜି ଘଟଣାସ୍ଥଳରେ ପହଁଞ୍ଚିଛନ୍ତି । ସେ ଘଟଣାର ଅନୁଧ୍ୟାନ କରୁଛନ୍ତି ।

ଘଟଣାରେ ଯିଏ ଦୋଷୀ ସେ ଦଣ୍ଡ ପାଇବ । ଏହା ଅତ୍ୟନ୍ତ ଲଜ୍ଜ୍ୟାଜନକ କଥା ବୋଲି କହିଛନ୍ତି ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା । ଭିଡିଓ ତର୍ଜମା କରି ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଦିବ୍ୟାଙ୍ଗଙ୍କ ସୁରକ୍ଷା କମିଶନଙ୍କ ଦାୟିତ୍ବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.