Latest Odisha News

BREAKING NEWS

ରାଜଧାନୀରେ ଖାରବେଳ ଭବନ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ଭୁବନେଶ୍ୱର ସ୍ଥିତ ୟୁନିଟ-୫ରେ ନବନିର୍ମିତ ଓଡ଼ିଶା ସଚିବାଳୟ କୋଠା ଉଦଘାଟନ କରିଛନ୍ତି । ଏହାର ନାମ ଖାରବେଳ ଭବନ ରଖାଯାଇଛି ।

ପ୍ରାୟ ୧୨୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ନଅ ମହଲା ବିଶିଷ୍ଟ ଭବନଟି ୮.୩ ଏକର ଜମିରେ ପରିବ୍ୟାପ୍ତ ଅଟେ । ଏଠାରେ ରାଜ୍ୟ ସରକାରଙ୍କ ୧୨ଟି ବିଭାଗର କାର୍ଯ୍ୟାଳୟ ରହିବ ବୋଲି ସୂଚନା ମିଳିଛି ।

ଏହି ଭବନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏକ କନଫରେନ୍ସ ହଲ ଓ ବିଶ୍ରାମଗାରର ବ୍ୟବସ୍ଥା ମଧ୍ୟ ରହିଛି ।

Leave A Reply

Your email address will not be published.