ଚେନ୍ନାଇ: ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିଛି ବୋମା ମାଡ଼ ଧମକ। ରଜନୀଙ୍କ ଖବର ପାଇ ଚେନ୍ନାଇ ପୋଲିସ, ବମ୍ ଅନୁସନ୍ଧାନକାରୀ ଏବଂ ଡିସପୋଜାଲ୍ ଦଳ ଏହି ଅଭିନେତାଙ୍କ ଘରେ ପହଞ୍ଚିଥିଲେ।
ଖବର ଅନୁଯାୟୀ, ଗୁରୁବାର ସକାଳ ପ୍ରାୟ ୧୦.୩୦ ସମୟରେ ଏକ ଅଜଣା ନମ୍ବର କଲ ଆସି ରଜନୀକାନ୍ତଙ୍କ ବାସଭବନରେ ବୋମା ଲଗାଯାଇଥିବା ଦାବି କରିଥିଲେ। ଯେତେବେଳେ ବୋମା ଅନୁସନ୍ଧାନକାରୀ ଦଳ ଏବଂ ପୋଲିସ୍ ରଜନୀକାନ୍ତଙ୍କ ବାସଭବନରେ ପହଞ୍ଚିଥିଲେ କରୋନା ଭୟ ଯୋଗୁଁ ସେମାନଙ୍କୁ ତାଙ୍କ ଘରେ ପ୍ରବେଶ ଏବଂ ସର୍ଚ୍ଚ ଅପରେସନ୍ କରିବାକୁ ଅନୁମତି ଦିଆଯାଇନଥିଲା ।ପୋଲିସ ଏହା ଏକ ଫେକ କଲ ବୋଲି ସ୍ପଷ୍ଟ କରିଛି ।
BREAKING NEWS
- ଏକ ଚାରି ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ : ୯ ମୃତ
- Biju Naveen Inspirational Foundation: ବିଜୁ-ନବୀନ ଟ୍ରଷ୍ଟକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ;କହିଲେ- ଓଡ଼ିଶାବାସୀଙ୍କ ହିତ ପାଇଁ…
- ହାଇଦ୍ରାବାଦର ନେତୃତ୍ୱ ନେବେ ଈଶାନ କିଶାନ
- RI office: ବେଆଇନ କାର୍ଯ୍ୟ କରିବାକୁ ମନା କଲେ RI…ଘୋଷାଡ଼ି ଘୋଷାଡ଼ି ପିଟିଲେ ଯୁବକ; ଥାନାରେ ଅଭିଯୋଗ
- ବିଧାୟକ ଓ ବରିଷ୍ଠ ଅଧିକାରୀଙ୍କ ପାଇଁ ୩୦୦ ଫ୍ଲାଟର ବ୍ୟବସ୍ଥା;ଜୁନ୍ ୩୦ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ
- Sara Ali Khan Badrinath Kedarnath Visit : ଆଉ କେଦାରନାଥ ଦର୍ଶନ କରିପାରିବେ ନାହିଁ ସାରା ଅଲି ଖାନ?
- Bhojpuri film:୨୦ ବର୍ଷ ତଳର ସେହି ବ୍ଲକବଷ୍ଟର ଫିଲ୍ମ
- SJFI ସ୍ୱର୍ଣ୍ଣ ଜୟନ୍ତୀ: ଉତ୍ତରାଞ୍ଚଳ ଜିତିଲା ଜେକେ ବୋଷ ଟ୍ରଫି, ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ସମ୍ମାନିତ
- Modi’s Farewell Speech in Rajyasabha: ରାଜ୍ୟସଭା ସାଂସଦଙ୍କ ଉଦ୍ଦେଶ୍ୟରେ ବିଦାୟୀ ଭାଷଣ, ପ୍ରଧାନମନ୍ତ୍ରୀ କହିଲେ, “ରାଜନୀତିରେ କୌଣସି ପୂର୍ଣ୍ଣଚ୍ଛେଦ ନାହିଁ”
- Harbhajan Singh On Mumbai Indians Win: ଭଜିଙ୍କ ଭବିଷ୍ୟବାଣୀ, ଏଥର ମୁମ୍ବାଇ ଇଣ୍ଡିଆନ୍ସ
Comments are closed.