Latest Odisha News

BREAKING NEWS

ନୂଆ ପାର୍ଟି ଗଠନ କରିବେ ରଜନୀକାନ୍ତ, ଡିସେମ୍ବର ୩୧ରେ ଘୋଷଣା

ଚେନ୍ନାଇ: ଦକ୍ଷିଣ ଭାରତର ସୁପରଷ୍ଟାର ରଜନୀକାନ୍ତ ନୂତନ ରାଜନୈତିକ ପାର୍ଟି କରିବେ ବୋଲି ଗୁରୁବାର ଘୋଷଣା କରିଛନ୍ତି । ୩୧ ଡିସେମ୍ବରରେ ଏ ନେଇ ଔପଚାରିକତା ପୂରଣ କରାଯିବ ବୋଲି ସେ କହିଛନ୍ତି । ବର୍ଷେ ତଳେ କମଳା ହାସନଙ୍କ ସହ ମିଶି ପାର୍ଟି ଗଠନ କରିବା ନେଇ ରଜନୀକାନ୍ତ ରାଜି ହୋଇଥିଲେ । ମାତ୍ର ଏହା ସମ୍ଭବପର ହୋଇପାରି ନ ଥିଲା ।

ରଜନୀକାନ୍ତ ଓ କମଳାହାସନଙ୍କ ପୂର୍ବରୁ ଦକ୍ଷିଣ ଭାରତର ଏମଜି ରାମଚନ୍ଦ୍ରନ, ଏମ.କରୁଣାନିଧି, ବିଜୟକାନ୍ତ, ଶରତ କୁମାର ଓ କରୁନାସ ରାଜନୈତିକ ପାର୍ଟି ଗଠନ କରି ସାରିଛନ୍ତି । ରାଜ୍ୟ ଓ ଜନତାଙ୍କ ପାଇଁ ସବୁ କିଛି ପରିବର୍ତନ କରାଯିବ ବୋଲି ରଜନୀକାନ୍ତ ଘୋଷଣା କରିଛନ୍ତି ।

Leave A Reply

Your email address will not be published.