ମୁମ୍ବାଇ: ୫ ବର୍ଷ ପରେ ଭାରତୀୟ ସେନ୍ସର ବୋର୍ଡ ରକ୍ଷାବନ୍ଧନକୁ ୟୁ ସାର୍ଟିଫିକେଟ ପ୍ରଦାନ କରିଛି । ଏହା ପୂର୍ବରୁ ୨୦୧୭ରେ ଇରଫାନ ଖାଁଙ୍କ ହିନ୍ଦୀ ମିଡିୟମକୁ ଏହି ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ପ୍ରତ୍ୟେକ ଫିଲ୍ମ ରିଲିଜ ହେବା ପୂର୍ବରୁ ସେନ୍ସର ବୋର୍ଡରୁ ସାର୍ଟିଫିକେଟ ଆଣିବାକୁ ପଡିଥାଏ । ୟୁର ମାନେ ଏଥିରେ କୌଣସି ପ୍ରକାରର ଆପତିଜନକ ଦୃଶ୍ୟ କିମ୍ବା ସମ୍ବାଦ ନାହିଁ । ସମ୍ପୂର୍ଣ୍ଣ ପରିବାର ସହ ଫିଲ୍ମ ଉପଭୋଗ କରିହେବ । ୧୧ ଅଗଷ୍ଟରେ ଅକ୍ଷୟ କୁମାରଙ୍କ ରକ୍ଷାବନ୍ଧନ ଏବଂ ଅମୀର ଖାଁଙ୍କ ଲାଲ ସିଂ ଚଢ଼ା ରିଲିଜ ହେବ । କେଉଁ ଫିଲ୍ମ ବାଜି ମାରିବ ସେଥିପ୍ରତି ସମସ୍ତଙ୍କ ନଜର ରହିଛି । ଅକ୍ଷୟଙ୍କ ବଚ୍ଚନ ପାଣ୍ଡେ ଓ ସମ୍ରାଟ ପୃଥ୍ୱୀରାଜ ଫିଲ୍ମ ଫ୍ଲପ ହେବା ପରେ ତାଙ୍କର ସବୁ ଆଶା ରକ୍ଷାବନ୍ଧନ ଉପରେ ରହିଛି । ରାକ୍ଷୀ ପୂର୍ଣ୍ଣିମା ଅବସରରେ ଏହା ରିଲିଜ ହେଉଥିବାରୁ ଅକ୍ଷୟଙ୍କ ଫିଲ୍ମ ବକ୍ସ ଅଫିସରେ ବାଜି ମାରିବ ବୋଲି ଆଶା କରାଯାଉଛି ।
BREAKING NEWS
- ଇସ୍ତଫା ଦେଲେ ଏୟାର ଇଣ୍ଡିଆର ସିଇଓ, ହଠାତ୍ ଏହି ବଡ଼ ନିଷ୍ପତ୍ତି ନେଲେ କାହିଁକି?
- ‘ଅମରାବତୀ’ ଏବେ ଆନ୍ଧ୍ର ପ୍ରଦେଶର ଏକମାତ୍ର ରାଜଧାନୀ
- ଓଲିଉଡର ଜଣାଶୁଣା ବରିଷ୍ଠ ଫିଲ୍ମ ପ୍ରଯୋଜକ ରବି ସ୍ୱାଇଁଙ୍କ ପରଲୋକ
- Odisha Weather Update: ଆହୁରୀ ସପ୍ତାହେ କାଳବୈଶାଖୀ ଆଶଙ୍କା, ୨୦ ଜିଲ୍ଲାକୁ ଝଡବର୍ଷା ସତର୍କତା
- ଗୋରୁ ମାଫିଆଙ୍କ ୮ଟି ସ୍ଥାନରେ ପୋଲିସର ଚଢ଼ାଉ, ୨୦ ଲକ୍ଷ ନଗଦ ଟଙ୍କା ଜବତ
- ରାତି ୮ଟା ଯାଏଁ ଡେଡଲାଇନ୍ ଦେଲେ ଟ୍ରମ୍ପ… ଚୁକ୍ତି ଚୂଡ଼ାନ୍ତ ନହୁଏ ତେବେ ଇରାନରେ କ’ଣ ହେବ?
- କୁଏତ ଏୟାରବେସ ଉପରେ ଇରାନର ଆକ୍ରମଣ, ୧୫ ଆମେରିକୀୟ ଆହତ
- ୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ;ଉଚ୍ଚଶିକ୍ଷା ମନ୍ତ୍ରୀ ଜଣାଇଲେ ଅଭିନନ୍ଦନ
- Financial literacy: ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପଢିବେ ଆର୍ଥିକ ସାକ୍ଷରତା ପାଠ;ସ୍ବତନ୍ତ୍ର ପ୍ରଶିକ୍ଷଣ ନେବେ ଶିକ୍ଷକ-ଶିକ୍ଷୟିତ୍ରୀ
- BJD Suspend: ମଞ୍ଜୁଲତା ଓ ମୁକ୍ତିକାନ୍ତ ବିଜେଡିରୁ ସସ୍ପେଣ୍ଡ୍
Comments are closed.