ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଇସ୍ରୋ ପକ୍ଷରୁ ଉତକ୍ଷେପଣ କରାଯାଇଥିବା ଏସଏସଏଲଭି-ଡି୧ ସାଟେଲାଇଟ କକ୍ଷଚ୍ୟୁତ ହୋଇଛି । ଫଳରେ ଏହା ଆଉ କୌଣସି କାର୍ଯ୍ୟରେ ଲାଗିବ ନାହିଁ ଇସ୍ରୋ ପକ୍ଷରୁ କୁହାଯାଇଛି । ଏହି ନବନିର୍ମିତ ସାଟେଲାଇଟ ଲଂଚ ଭେହିକିଲ ଏସଏସଏଲଭି-ଡି୧ ଦ୍ୱାରା ପ୍ରଥମ ଥର ପାଇଁ ଉତକ୍ଷେପଣ କରାଯାଇଥିଲେ ମଧ୍ୟ ଏହା ବିଫଳ ହୋଇଛି । ଏହାର ତ୍ରୁଟି କେଉଁଠାରେ ରହିଲା ତାର ତର୍ଜମା କରାଯିବ । ତ୍ରୁଟି ସୁଧାରିବା ପରେ ଏସଏସଏଲଭି-ଡି୨ର ଉତକ୍ଷେପଣ ପାଇଁ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ । କ୍ଷୁଦ୍ର ସାଟେଲାଇଟ ଛାଡିବା ଲାଗି ଏସଏସଏଲଭିର ବିକଶିତ କରାଯାଇଥିଲା । ପ୍ରଥମ ଥର ପାଇଁ ୨ଟି ସାଟେଲାଇଟ ଏକତ୍ର ଛଡା ଯାଇଥିଲା । ଏହା ମଧ୍ୟରୁ ଆଜାଦିସାଟ ସାଟେଲାଇଟକୁ ୭୫ଟି ବିଦ୍ୟାଳୟର ୭୫୦ ଛାତ୍ରୀ ମିଳିତ ଭାବେ ଏହାକୁ ନିର୍ମାଣ କରିଥିଲେ ।
BREAKING NEWS
- ତୀରନ୍ଦାଜ ଶୀତଳ ଦେବୀଙ୍କ ବିଶ୍ୱ ରେକର୍ଡ: ପାରା ଏସିଆନ୍ ଗେମ୍ସରେ ସୃଷ୍ଟି କଲେ ଇତିହାସ
- ଖସିଲା ସେନସେକ୍ସ, ନିବେଶକ ହରାଇଲେ ୪.୩ ଲକ୍ଷ କୋଟି…
- ବାଲିଯାତ୍ରା ପଡିଆରେ ନାବାଳକ ହତ୍ୟା ପଛରେ ତ୍ରିକୋଣୀୟ ପ୍ରେମ!
- ବିସିସିଆଇର ବଡ଼ ଘୋଷଣା; ପ୍ରଜ୍ଞାନ ଓଝା ଚୟନ କମିଟିର ଅଧ୍ୟକ୍ଷ…
- ରଣଜୀ ଟ୍ରଫି: ୭୮ ବର୍ଷ ପରେ ମିଜୋରମର ଚିନ୍ମୟଙ୍କ ୪୦୦ ରନର ଐତିହାସିକ ଇନିଂସ
- କକ୍ରୋଚକୁ ଟକ୍କର ଦେବ ଲାଲ୍ ହିଟ୍ ଜନତା ପାର୍ଟି…
- ଆସନ୍ତା ୨ ଦିନ ଯାଏଁ ଝଡ଼ବର୍ଷା ସମ୍ଭାବନା
- Maa Manikeswari’s Chhatar Yatra:ସଂପନ୍ନ ହେଲା ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା; ବିଶ୍ୱାସ ନାଁରେ ପଡ଼ିଲା ହଜାର ହଜାର ବଳି
- ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ ପରେ ବଢ଼ିଲା ସଲମାନଙ୍କ ସୁରକ୍ଷା
- ଇକ୍ୱାଡର ଚର୍ଚ୍ଚରେ ଲାଇଭ୍-ଷ୍ଟ୍ରିମ୍ ପ୍ରାର୍ଥନା ସମୟରେ ବଡ଼ ଦୁର୍ଘଟଣା: କାନ୍ଥରୁ ଖ୍ରୀଷ୍ଟଙ୍କ ପ୍ରତିମା ଖସିପଡ଼ିବାରୁ ପାଦ୍ରୀଙ୍କ ମୃତ୍ୟୁ

Comments are closed.