Latest Odisha News

BREAKING NEWS

ଖୁବ୍‌ ଶୀଘ୍ର ଛୋଟ ପରଦାରେ ନଜର ଆସିବେ ରଣବୀର

ମୁମ୍ବାଇ: ଖୁବ୍‌ ଶୀଘ୍ର ଛୋଟ ପରଦାରେ ନଜର ଆସିବେ ଅଭିନେତା ରଣବୀର ସିଂ। କଲଭର୍ସ ଟିଭିର ଏକ କୁଇଜ୍ ସୋ ‘ବିଗ୍ ପିକ୍ଚର୍’ରେ ହୋଷ୍ଟ କରିବେ ରଣବୀର। ତେବେ ଏହା ରଣବୀରଙ୍କ ପ୍ରଥମ ଟେଲିଭିଜନ ଡେବ୍ୟୁ ହେବ।

ଏହି ଶୋ ’ବାନିଜୟ ଏସିଆ ଏବଂ ଆଇଟିଭି ଷ୍ଟୁଡିଓ ଗ୍ଲୋବାଲ୍ ଏଣ୍ଟରଟେନମେଣ୍ଟ ବି.ଭି. ଦ୍ୱାରା ପ୍ରସ୍ତୁତ ହେବ। ଏହାକୁ ଭୁଟ୍‌ ଏବଂ ଜିଓ ଟିଭିରେ ମଧ୍ୟ ଦେଖିହେବ। ରଣବୀର ସିଂଙ୍କ ଶୋ’ର ପ୍ରଥମ ଲୁକ୍ ର ଗ୍ରାଣ୍ଡ୍ ପ୍ରମୋସନ୍‌ ଆଜି ଅର୍ଥାତ୍‌ ଜୁଲାଇ ୩ରେ କଲର୍ସ ଟିଭିରେ ସନ୍ଧ୍ୟା ୬.୪୫ ରେ ପ୍ରସାରିତ ହେବାକୁ ଯାଉଛି।

Leave A Reply

Your email address will not be published.