Latest Odisha News

ଫି’ ବାବଦକୁ କ୍ରିପ୍ଟୋକରେନ୍ସି ଗ୍ରହଣ କରିଥିବା ପ୍ରଥମ ଭାରତୀୟ କଳାକାର ହେଉଛନ୍ତି ରାପର୍‌ ରଫ୍‌ତାର

ମୁମ୍ବାଇ: ରାପର ରଫତାର୍‌ ପ୍ରଥମ ଭାରତୀୟ କଳାକାର ଭାବେ ଫି ବାବଦରେ ପ୍ରକୃତ ମୁଦ୍ରା ବଦଳରେ କ୍ରିପ୍ଟୋକରେନ୍ସି ଗ୍ରହଣ କରିଛନ୍ତି।

ଭର୍ଚୁଆଲ୍ ପ୍ରଦର୍ଶନ ପାଇଁ ରଫତାର୍‌ କ୍ରିପ୍ଟୋକରେନ୍ସି ଗ୍ରହଣ କରିଛନ୍ତି। ଏହା ଜୁଲାଇର ଦ୍ୱିତୀୟ ସପ୍ତାହ ପାଇଁ ଧାର୍ଯ୍ୟ କରାଯାଇଛି।  ଏହା ୧୦୦ ଜଣ ଲୋକଙ୍କ ମଧ୍ୟରେ କାନାଡାର ଓଟାୱାଠାରେ ଆୟୋଜିତ ହେବ। ଏହା ଏକ ୬୦ ମିନିଟ୍‌ର ଇଭେଣ୍ଟ।

ତେବେ ରଫ୍‌ତାରଙ୍କ ଦୀର୍ଘ ଦିନର ବ୍ୟବସାୟ ସହଯୋଗୀ ତଥା ପରିଚାଳକ ଅଙ୍କିତ ଖାନ୍ନା କ୍ରିପ୍ଟୋକରେନ୍ସି କାରବାରରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

Leave A Reply

Your email address will not be published.