ଯାଜପୁର : ନାଳରୁ ଉଦ୍ଧାର ହେଲା ବିରଳ ମାଛ । ଯାଜପୁର ବିଂଝାରପୁର ବରହମପୁର ନାଳରୁ ଏପରି ବିରଳ ମାଛ ଉଦ୍ଧାର କରାଯାଇଛି । ଏହି ମାଛର ଜିଭ ମଣିଷପରି ହୋଇଥିବା ଦେଖିବାକୁ ମିଳିଛି । ମାଛ କେନାଲରେ ଭାସୁଥିବା ଦେଖି ସ୍ଥାନୀୟ ଲୋକମାନେ ଉଦ୍ଧାର କରିଛନ୍ତି । ଏହି ମାଛକୁ କରେଣ୍ଟ ମାଛ କୁହାଯାଉଛି । ଜିଅନ୍ତା ବେଳେ ଏହି ମାଛକୁ ଧରିଲେ କରେଣ୍ଟ ମାରିଥାଏ ବୋଲି ବିଶ୍ୱାସ ରହିଛି।
BREAKING NEWS
- ବିକ୍ରମ ପଣ୍ଡାଙ୍କ ଘରୋଇ ହସ୍ପିଟାଲରେ ଚିକିତ୍ସା ଆବେଦନ ଖାରଜ
- ମୋତେ ସମୟ ଦରକାର, ଦୟା ନୁହେଁ…ଜେଲରୁ ବାହାରିବା ପରେ ଏପରି କିଛି କହିଲେ ରାଜପାଲ ଯାଦବ…
- ବଡ଼ ଘୋଷଣା କଲେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ, ଭାରତରେ ଏତିକି କୋଟି ଟଙ୍କା ନିବେଶ କରିବେ…
- ଭିଜିଲାନ୍ସ ଜାଲରେ ସୋରୋ ତହସିଲଦାର
- ଥାଇଲାଣ୍ଡରେ ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ବୈଦଶିକ ମନ୍ତ୍ରାଳୟକୁ ଚିଠି
- ଭାରତରେ ପିଲାମାନେ ଦେଖିପାରିବେନି ଫେସବୁକ୍ ଏବଂ ଇନଷ୍ଟା! ମୋଦିଙ୍କୁ ଏଭଳି କହିଲେ ମାକ୍ରୋନ୍
- ଦକ୍ଷିଣ ଓଡ଼ିଶାର ଅଭିବୃଦ୍ଧି ପାଇଁ ବ୍ରହ୍ମପୁର ରେଳ ଷ୍ଟେସନ ପୁନଃବିକାଶ…
- ରାହୁଲ ଗାନ୍ଧୀଙ୍କ ସମେତ ୨୫ ସାଂସଦଙ୍କୁ ହତ୍ୟା ଧମକ
- ସୁପର ୮ ମୁକାବିଲା ପୂର୍ବରୁ ବିଶ୍ରାମ ନେବେ ଟିମ ଇଣ୍ଡିଆର ସଦସ୍ୟ
- ପଳାଶୁଣୀରେ ହେବ ୬ ଲେନ୍ ବ୍ରିଜ
Comments are closed.