ଭୁବନେଶ୍ବର:ଘର ବଗିଚାରେ ଫଳୁଥିବା ଅମୃତଭଣ୍ଡା ଶରୀରର ପାଇଁ ବେଶ୍ ଉପଯୋଗୀ । ଅମୃତଭଣ୍ଡାରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ,ଭିଟାମିନ୍ ଏ, ବି, ସି, ଇ, କେ ଏବଂ କ୍ୟାଲସିୟମ୍ ମଧ୍ୟ ମିଳିଥାଏ । ଆଣ୍ଠୁଗଣ୍ଠୀ ସମସ୍ୟା ଭୋଗୁଛନ୍ତି ତାହାହେଲେ ଆପଣ କଞ୍ଚା ଅମୃତଭଣ୍ଡା ଖାଆନ୍ତୁ ।
କଞ୍ଚା ଅମୃତଭଣ୍ଡାରେ ମିଳୁଥିବା ସମସ୍ତ ଉପାଦାନ ଆପଣଙ୍କ ଅନ୍ତନଳୀ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ।ପେଟ ସମ୍ବନ୍ଧୀୟ ସମସ୍ୟା ହେଉଥିଲେ ଆପଣ ଅମୃତଭଣ୍ଡା ଖାଆନ୍ତୁ । ଏହା କେଶ ପାଇଁ ମଧ୍ୟ ଭଲ ।
ସେହିପରି କଞ୍ଚା ଅମୃତଭଣ୍ଡା ଆପଣଙ୍କ ମାଂସପେଶୀ ଏବଂ ହାଡ ପାଇଁ ଭଲ । କଞ୍ଚା ଅମୃତଭଣ୍ଡା ଖାଇବା ଦ୍ୱାରା ଆପଣ ଆଣ୍ଠୁଗଣ୍ଠି ଯନ୍ତ୍ରଣା କମ୍ ହୁଏ ଓ ଏହାସହ ଆପଣଙ୍କ ହାଡକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ମଜବୁତ୍ ରଖେ ।
ଏହି କଞ୍ଚା ଅମୃତଭଣ୍ଡା ଓଜନ କମ୍ ମଧ୍ୟ କରାଯାଇପାରିବ । ଡାଇବେଟିସ ରୋଗୀ କଞ୍ଚା ଅମୃତଭଣ୍ଡା ଖାଇଲେ ସୁଗାର ନିୟନ୍ତ୍ରଣରେ ରୁହେ ।
Comments are closed.