ଭୁବନେଶ୍ୱର: ଗୋଟିଏ ଦିନରେ ଏକାଥରକେ ସୁସ୍ଥ ହେଲେ ରେକର୍ଡ ୮୭୮ କରୋନା ଆକ୍ରାନ୍ତ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୯୬ ଭୂତାଣୁ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ମୋଟ୍ ୨୬ ଜିଲ୍ଲାର ୮୭୮ କରୋନା ସଂକ୍ରମିତ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୧୮ ହଜାର ୯୩୯କୁ ବୃଦ୍ଧି ପାଇଛି । ମୋଟ୍ ଆକ୍ରାନ୍ତଙ୍କ ପାଖାପାଖି ୬୫ ପ୍ରତିଶତ ସୁସ୍ଥ ହେଲେଣି ।
କେଉଁ ଜିଲ୍ଲାରୁ କେତେ ସୁସ୍ଥ
– ଗଞ୍ଜାମ- ୩୯୬, ଖୋର୍ଦ୍ଧା- ୧୧୪, ଗଜପତି- ୪୯
– ଜଗତସିଂହପୁର- ୪୪, କୋରାପୁଟ- ୩୫, ବାଲେଶ୍ୱର- ୩୩
– କନ୍ଧମାଳ- ୨୯, ଅନୁଗୋଳ- ୨୬, କେନ୍ଦୁଝର- ୨୩
– ନୟାଗଡ଼- ୧୬, କଟକ- ୧୪, ସୁନ୍ଦରଗଡ଼- ୧୪, ଭଦ୍ରକ- ୧୩
Another 687 #COVID19 patients have recovered and are being discharged on 28.7.2020.
307 from Ganjam
59 from Jagatsinghpur
52 from Bhadrak
35 from Nayagarh
30 from Jharsuguda
25 from Jajpur
24 from Cuttack
23 from Gajapati
18 from Malkangiri
17 from Koraput— H & FW Dept Odisha (@HFWOdisha) July 28, 2020
– ମାଲକାନଗିରି- ୧୧, ଯାଜପୁର- ୧୦, କେନ୍ଦ୍ରାପଡ଼ା- ୦୮
– ବରଗଡ଼, ବୌଦ୍ଧ, ଢେଙ୍କାନାଳ- ୭ ଜଣ ଲେଖାଏଁ ଆକ୍ରାନ୍ତ
– ଝାରସୁଗୁଡ଼ା- ୦୫, ମୟୂରଭଞ୍ଜ-୦୨, ସମ୍ୱଲପୁର- ୦୧
– ବଲାଙ୍ଗିର, ପୁରୀ- ୪ ଜଣ ଲେଖାଏଁ ଆକ୍ରାନ୍ତ
– ନୂଆପଡ଼ା, ରାୟଗଡ଼ା- ୩ ଜଣ ଲେଖାଏଁ ସଂକ୍ରମିତ
Comments are closed.