Latest Odisha News

BREAKING NEWS

ସୁସ୍ଥ ହେଲେ ରେକର୍ଡ ୮୭୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଗୋଟିଏ ଦିନରେ ଏକାଥରକେ ସୁସ୍ଥ ହେଲେ ରେକର୍ଡ ୮୭୮ କରୋନା ଆକ୍ରାନ୍ତ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୯୬ ଭୂତାଣୁ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ମୋଟ୍ ୨୬ ଜିଲ୍ଲାର ୮୭୮ କରୋନା ସଂକ୍ରମିତ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୧୮ ହଜାର ୯୩୯କୁ ବୃଦ୍ଧି ପାଇଛି । ମୋଟ୍ ଆକ୍ରାନ୍ତଙ୍କ ପାଖାପାଖି ୬୫ ପ୍ରତିଶତ ସୁସ୍ଥ ହେଲେଣି ।

କେଉଁ ଜିଲ୍ଲାରୁ କେତେ ସୁସ୍ଥ
– ଗଞ୍ଜାମ- ୩୯୬, ଖୋର୍ଦ୍ଧା- ୧୧୪, ଗଜପତି- ୪୯
– ଜଗତସିଂହପୁର- ୪୪, କୋରାପୁଟ- ୩୫, ବାଲେଶ୍ୱର- ୩୩
– କନ୍ଧମାଳ- ୨୯, ଅନୁଗୋଳ- ୨୬, କେନ୍ଦୁଝର- ୨୩
– ନୟାଗଡ଼- ୧୬, କଟକ- ୧୪, ସୁନ୍ଦରଗଡ଼- ୧୪, ଭଦ୍ରକ- ୧୩

– ମାଲକାନଗିରି- ୧୧, ଯାଜପୁର- ୧୦, କେନ୍ଦ୍ରାପଡ଼ା- ୦୮
– ବରଗଡ଼, ବୌଦ୍ଧ, ଢେଙ୍କାନାଳ- ୭ ଜଣ ଲେଖାଏଁ ଆକ୍ରାନ୍ତ
– ଝାରସୁଗୁଡ଼ା- ୦୫, ମୟୂରଭଞ୍ଜ-୦୨, ସମ୍ୱଲପୁର- ୦୧
– ବଲାଙ୍ଗିର, ପୁରୀ- ୪ ଜଣ ଲେଖାଏଁ ଆକ୍ରାନ୍ତ
– ନୂଆପଡ଼ା, ରାୟଗଡ଼ା- ୩ ଜଣ ଲେଖାଏଁ ସଂକ୍ରମିତ

Leave A Reply

Your email address will not be published.