Latest Odisha News

BREAKING NEWS

ଆଜିଠୁ ଏମବିବିଏସ୍ ଓ ବିଡିଏସ୍ ଲାଗି ଅନଲାଇନ୍ ପଞ୍ଜୀକରଣ

ଭୁବନେଶ୍ୱର : ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ଗୁରୁବାର ଦିନ ଠାରୁ ଉଭୟ ଏମବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମ ଲାଗି ଅନଲାଇନ୍ ପଞ୍ଜୀକରଣ କରିପାରିବେ ।

ଏହି ଅନଲାଇନ୍ ପଞ୍ଜୀକରଣ ଆଜି ଦିନ ୧୨ଟାରୁ ଆରମ୍ଭ ହୋଇ ଜୁନ୍ ୨୫ ତାରିଖ ଯାଏଁ ଚାଲିବ ବୋଲି ସୂଚନା ମିଳିଛି ।

ପ୍ରାପ୍ତ ସୂଚନାନୁଯାୟୀ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କ ତାଲିକା ଜୁନ୍ ୨୬ ତାରିଖରେ ପ୍ରକାଶ ପାଇବ ବୋଲି ଜଣାପଡିଛି । ଏହାପରେ ଜୁନ୍ ୨୯ ତାରିଖ ପର୍ଯ୍ୟନ୍ତ ନୋଡାଲ ସେଣ୍ଟର ଗୁଡିକରେ ଛାତ୍ରଛାତ୍ରୀଙ୍କ ଡକ୍ୟୁମେଣ୍ଟ କରାଯିବ ବୋଲି ବିଭାଗୀୟ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.