Latest Odisha News

BREAKING NEWS

ପ୍ରଦୂଷିତ ଅଞ୍ଚଳରେ ନିୟମିତ ବ୍ୟାୟାମ ମୃତ୍ୟୁର ଆଶଙ୍କା କମାଇପାରେ

ନୂଆଦିଲ୍ଲୀ: ନୂତନ ଗବେଷଣା ଅନୁଯାୟୀ, ପ୍ରଦୂଷିତ ଅଞ୍ଚଳରେ ନିୟମିତ ବ୍ୟାୟାମ ମୃତ୍ୟୁ ଆଶାଙ୍କାକୁ କମ୍‌ କରିପାରେ। ‘କାନାଡିୟାନ୍‌ ମେଡିକାଲ୍ ଆସୋସିଏସନ୍ ଜର୍ନାଲ୍’ରେ ଏହି ତଥ୍ୟ ପ୍ରକାଶ ପାଇଛି।

ରିପୋର୍ଟ ଅନୁଯାୟୀ ନିୟମିତ ବ୍ୟାୟାମ ଅଭ୍ୟାସ ବାୟୁ ପ୍ରଦୂଷଣର ସଂସ୍ପର୍ଶରେ ଆସିଲେ ମଧ୍ୟ ମୃତ୍ୟୁ ବିପଦକୁ ହ୍ରାସ କରିଥାଏ। “ତେଣୁ, ଅଭ୍ୟାସଗତ ବ୍ୟାୟାମକୁ ସ୍ୱାସ୍ଥ୍ୟ ଉନ୍ନତି ରଣନୀତି ଭାବରେ ପ୍ରୋତ୍ସାହିତ କରାଯିବା ଉଚିତ।

୨୦୦୧ ରୁ ୨୦୧୬ ମଧ୍ୟରେ ୧୫ ବର୍ଷରୁ ଅଧିକ ସମୟ ମଧ୍ୟରେ ଏକ ବୃହତ ଅଧ୍ୟୟନ କରାଯାଇଥିଲା। ଏଥିରେ ତାଇୱାନର ୩୮୪ ୧୩୦ ଜଣ ଆଡଲ୍ଟଙ୍କୁ ସାମିଲ କରାଯାଇଥିଲା।

Leave A Reply

Your email address will not be published.