Latest Odisha News

BREAKING NEWS

ରାତିରେ ଡେରି ଯାଏଁ ଚେଇଁ ରହୁଥିବା ଲୋକ ଅଧିକ ବୁଦ୍ଧିମାନ!

ଭୁବନେଶ୍ୱର: ରାତିରେ ଡେରି ରାତି ଯାଏଁ ଚେଇଁ ରହୁଛନ୍ତି କି? ଡେରିରେ ଶୋଇ ଡେରିରେ ଉଠୁଥିବା ଲୋକ ମାନଙ୍କୁ ସମାଜରେ ବେଦାୟିତ୍ତ୍ୱ ତଥା ବହୁତ ଆଳସୁଆ ଭାବେ ଗଣ ଯାଉଥିବ ବେଳେ କିଛି ଅଲଗା ମତ ଦେଉଛି ଵିଜ୍ଞାନ।

ଆଜି ଆମେ ଆପଣଙ୍କୁ ଜଣାଇବୁ ଡେରି ରାତି ରେ ଶୋଉଥିବା ଲୋକ ଆଉ ଜଲଦି ଶୋଉଥିବା ଲୋକଙ୍କର ବୌଦ୍ଧିକ ଜ୍ଞାନ ସମ୍ପର୍କରେ।

ପ୍ରସିଦ୍ଧ ଲେଖକ ବେଞ୍ଜମିନ ଫ୍ରାନ୍କଲିନଙ୍କ ଅନୁଯାୟୀ, ଶୀଘ୍ର ଶୋଇବା ଆଉ ସକାଳୁ ଶୀଘ୍ର ଉଠୁଥିବା ଜଣେ ବ୍ୟକ୍ତି ମାନସିକ ଓ ଶାରିରୀକ ଭାବେ ସୁସ୍ଥ ରୁହନ୍ତି ।

ମାତ୍ର ବିଜ୍ଞାନ କହେ ଶୀଘ୍ର ସୋଇ ଉଠୁଥିବା ଲୋକ ମାନଙ୍କର ବୌଦ୍ଧିକ ଜ୍ଞାନ ବିଳମ୍ବିତ ରାତି ଯାଏଁ ଚେଇଁ ରହୁଥିବା ଲୋକଙ୍କର ବୌଦ୍ଧିକ ଜ୍ଞାନ ତୁଳନା ରେ ବହୁତ କମ ହେଇଥାଏ।

ମାତ୍ର ଆପଣ ଏହା ଶୁଣି ବିଳମ୍ବ ଯାଏଁ ଚେଇଁବା ଆରମ୍ଭ କରି ଦେବବନାହିଁ । କାରଣ ଆଉ ଏକ ରିପୋର୍ଟ ରେ ଏହା ଦର୍ଶାଯାଇଛି ଯେ, ସକାଳୁ ଉଠୁଥିବା ବ୍ୟକ୍ତିଙ୍କ ଶରୀର ବହୁତ ଫିଟ ଆଉ ସୁସ୍ଥ ରହିଥାଏ।

Comments are closed.