Latest Odisha News

BREAKING NEWS

କୋଭିସିଲ୍ଡ ଟିକାର ଦ୍ବିତୀୟ ଡୋଜ ଅବଧି ବୃଦ୍ଧି କରିବାକୁ ଚିଠି

ଭୁବନେଶ୍ବର : କୋଭିସିଲ୍ଡ ଟିକାର ଦ୍ବିତୀୟ ଡୋଜ ଅବଧି ବୃଦ୍ଧି କରିବାକୁ ଚିଠି । ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ଏନେଇ ଚିଠି ଲେଖିଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ଏସିଏସ ପ୍ରଦୀପ୍ତ ମହାପାତ୍ର । କୋଭିସିଲ୍ଡର ପ୍ରଥମ ଡୋଜ ନେବା ପରେ ଦ୍ବିତୀୟ ଡୋଜ୍ ସମୟ ଅବଧି ବୃଦ୍ଧି କରିବାକୁ ଚିଠିରେ ଉଲ୍ଲେଖ ରହିଛି ।

BjdElectrycity

ପ୍ରଥମ ଡୋଜ୍ ନେବାର ୧୨ରୁ ୧୬ ସପ୍ତାହ ମଧ୍ୟରେ ଦ୍ବିତୀୟ ଡୋଜ୍ ଦିଆଯିବ । ସେହିପରି ପ୍ରଥମ ଡୋଜ୍ ନେବାର ୮୪ ଦିନ ଭିତରେ ଦ୍ବିତୀୟ ଡୋଜ୍ ନେବା ପାଇଁ ଅନଲାଇନ୍ କିମ୍ବା ଅଫଲାଇନରେ ବୁକିଂ କରିହେବ ନାହିଁ ବୋଲି କୁହାଯାଇଛି ।

Leave A Reply

Your email address will not be published.