Latest Odisha News

BREAKING NEWS

ରୋହିତ ଶର୍ମାଙ୍କ ସମେତ ୫ ଖେଳାଳିଙ୍କୁ ଖେଳ ରତ୍ନ ଓ ୨୭ ଜଣଙ୍କୁ ଅର୍ଜୁନ ଆୱାର୍ଡ

ନୂଆଦିଲ୍ଲୀ: ରାଜୀବ ଗାନ୍ଧୀ ଖେଳ ରତ୍ନ ଆୱାର୍ଡ-୨୦୨୦ର ଆଧିକାରିକ ଭାବେ ଘୋଷଣା କରାଯାଇଛି । ରୋହିତ ଶର୍ମା ୪ର୍ଥ ଖେଳାଳି ଭାବେ ଖେଳ ରତ୍ନ ଆୱାର୍ଡ ପାଇବାକୁ ଯାଉଛନ୍ତି।

BjdElectrycity

ରାଜୀବ ଗାନ୍ଧୀ ଖେଳ ରତ୍ନ ଆୱାର୍ଡ ପାଇବାକୁ ଥିବା ୫ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି- ଭାରତୀୟ ମହିଳା ହକି ଟିମର କ୍ୟାପଟେନ୍ ରାନି ରାମପାଳ, ପାରା ଆଥଲେଟ୍ ଟି ମରିୟପ୍ପନ, ଟେବିଲ୍ ଟେନିସ୍ ପ୍ଲେୟର ମନିକା ବତ୍ରା ଓ କ୍ରିକେଟର ରୋହିତ ଶର୍ମା ।

ସେହିପରି ଓଡିଶାରୁ ଦୂତି ଚାନ୍ଦଙ୍କୁ ଅର୍ଜୁନ ଆୱାର୍ଡ ମିଳିବାକୁ ଥିବା ବେଳେ ଆଉ କେଉଁମାନଙ୍କୁ ଏହି ଆୱାର୍ଡ ମିଳିବ । ଜାଣନ୍ତୁ…

Leave A Reply

Your email address will not be published.