ମୁମ୍ବାଇ: ବରିଷ୍ଠ ଅଭିନେତା ପ୍ରେମ ଚୋପ୍ରାଙ୍କ ମୃତ୍ୟୁ ଗୁଜବ ବଲିଉଡ ଏବଂ ସିନେପ୍ରେମୀଙ୍କୁ ଅସ୍ତ ବ୍ୟସ୍ତ କରି ପକାଇଥିଲା । କିଛି ସମୟ ପରେ ଏହା ଗୁଜବ ବୋଲି ଜଣା ପଡିଥିଲା । ଖବର ପ୍ରସାରିତ ହେବା ପରେ ପ୍ରେମ ଚୋପ୍ରାଙ୍କ ପରିବାର ସଦସ୍ୟଙ୍କ ପାଖକୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଜାଣିବା କଲ ଏବଂ ମେସେଜର ସୁଅ ଛୁଟିଥିଲା । ଏହା ନିଶ୍ଚିତ ଭାବେ ଦୁଃଖର କଥା, ଜୀବିତ ଲୋକଙ୍କ ମୃତ୍ୟୁ ଖବର ପ୍ରସାରିତ କରି ସେମାନେ କଣ ଆନନ୍ଦ ପାଇଛନ୍ତି ତାହା ମୁଁ ଜାଣି ନାହିଁ । ମୋ ପ୍ରଶଂସକମାନଙ୍କୁ କହିବାକୁ ଚାହୁଁଛି ଆପଣମାନଙ୍କ ଆଶୀର୍ବାଦରୁ ମୁଁ ସୁସ୍ଥ ଏବଂ ଠିକ ଅଛି । କିଛି ଦିନ ତଳେ ମୋ ପ୍ରିୟ ବନ୍ଧୁ ଜିତେନ୍ଦ୍ରଙ୍କୁ ମଧ୍ୟ ଗୁଜବରେ ମାରି ଦେଇଥିଲେ । ସୁସ୍ଥ ସମାଜରେ ଏହା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁୟାରୀରେ ପ୍ରେମ ଚୋପ୍ରା ଏବଂ ତାଙ୍କ ପତ୍ନୀଙ୍କୁ କରୋନା ହୋଇଥିଲା । ଚିକିତ୍ସା ପରେ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ପେରିଥିଲେ ।
BREAKING NEWS
- କଳିଙ୍ଗ ଷ୍ଟାଡିୟମରେ ହେବ ସବଜୁନିୟର ନ୍ୟାସନାଲ ରଗବୀ ସେଭେନ୍ସ ଚାମ୍ପିୟନସିପ୍
- Makar Sankranti: ଆସନ୍ତାକାଲି ମକର ସଂକ୍ରାନ୍ତି ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି
- ବିଜୟ ହଜାରେ ଟ୍ରଫି: ସେମିଫାଇନାଲରେ କର୍ଣ୍ଣାଟକ-ବିଦର୍ଭ, ପଞ୍ଜାବ-ସୌରାଷ୍ଟ୍ର ମଧ୍ୟରେ ହେବ ମୁକାବିଲା
- Clean Survey: ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ, ଶ୍ରେଷ୍ଠ ସ୍ୱଚ୍ଛ ବିଦ୍ୟାଳୟକୁ ମିଳିବ ୫୦ ହଜାର ଟଙ୍କାର ପୁରସ୍କାର
- ମାଞ୍ଜା ସୂତା ଲାଗି ଭୁବନେଶ୍ୱରରେ ଯୁବକ ଗୁରୁତର
- କେନ୍ଦୁଝରରେ ଖୋଲିବ ଏନଏସଡିର ରାଜ୍ୟ ଶାଖା, ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର..
- ଆଉ ହେବନି ୧୦ ମିନିଟ୍ ମଧ୍ୟରେ ଡେଲିଭରି, ଇ-କମର୍ସ କମ୍ପାନୀଗୁଡ଼ିକ ଉପରେ ରୋକ୍ ଲଗାଇଲେ ସରକାର
- ଫିରିଙ୍ଗିଆ ତହସିଲର ପୂର୍ବତନ କର୍ମଚାରୀ ଅଜୟ ମଲ୍ଲିକଙ୍କୁ ୩ ବର୍ଷ ଜେଲ ଦଣ୍ଡ
- ଆଇସିସି କଥା ମାନୁନି ବାଂଲାଦେଶ
- BJD: ଏବେ ସୁଧା ୮ ଜିଲ୍ଲାରେ ଖୋଲିଲାନି ମଣ୍ଡି, ଚାଷୀକୂଳକୁ ପ୍ରତାରଣା କରିଛନ୍ତି ରାଜ୍ୟ ସରକାର: ବିଜେଡି
Comments are closed.