Latest Odisha News

ଆସନ୍ତା ସପ୍ତାହରୁ ରୁଷିଆରେ ଗଣଟିକାକରଣ, ନିର୍ଦ୍ଦେଶ ଦେଲେ ରାଷ୍ଟ୍ରପତି

ମସ୍କୋ: କରୋନା ଲଢେ଼ଇ ଭିତରେ ଗୋଟିଏ ପରେ ଗୋଟିଏ ଖୁସି ଖବର। ଏବେ ଖୁସି ଖବର ଦେଇଛି ଋଷ୍। ଆସନ୍ତା ସପ୍ତାହରୁ ରୁଷିଆରେ ଆରମ୍ଭ ହେବ ଟିକାକରଣ ଅଭିଯାନ। ଏନେଇ ଆଜି ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମର ପୁଟିନ।

ଇଂଲଣ୍ଡ ଓ ଋଷିଆରେ ଏକାସଙ୍ଗେ ଆରମ୍ଭ ହେବ ଟିକାକରଣ। ଆସନ୍ତା କିଛି ଦିନ ମଧ୍ୟରେ ୨୦ଲକ୍ଷ ଡୋଜ୍ ଭତ୍ପାଦନ କରିବ ରୁଷିଆ । ନିକଟରେ ଋଷ୍ ଟିକା ସ୍ଫୁଟନିକ-ଭି ୯୫ ପ୍ରତିଶତ ଫଳପ୍ରଦ ବୋଲି ଦାବି କରିଥିଲା ରୁଷିଆ। ଗତ ଅଗଷ୍ଟ ମାସରଜ ସ୍ଫୁଟନିକ-ଭି ଭ୍ଯାକସିନକୁ ମଞ୍ଜୁରୀ ଦେଇଥିଲେ ଋଷ୍ ସରକାର ।

Leave A Reply

Your email address will not be published.