Latest Odisha News

BREAKING NEWS

ୟୁକ୍ରେନର ସୁମି ସହରରେ ଋଷର ସେନାର ରକେଟ୍ ମାଡ଼: ଚାଲିଗଲା ୭ ବର୍ଷ ଶିଶୁର ଜୀବନ

ନୂଆଦିଲ୍ଲୀ: ୟୁକ୍ରେନର ପୂର୍ବ ଇଲାକାରେ ଋଷର ରକେଟ୍ ମାଡ଼ । ଋଷର ରକେଟ୍ ମାଡ଼ରେ ଚାଲିଗଲା ଜଣେ ୭ ବର୍ଷ ଶିଶୁର ଜୀବନ । ଏଥିସହିତ ଆଉ ୬ ଜଣଙ୍କର ଜୀବନ ଏଥିରେ ଚାଲିଯାଇଥିବା ସୂଚନା ମିଳିଛି ।

BjdElectrycity

ସୂଚନାଯୋଗ୍ୟ, ୟୁକ୍ରେନ ଉପରେ ଋଷର ଗୁଳିମାଡ଼ ଜାରି ରହିଛି । ୟୁକ୍ରେନ ଉପରେ ଚାରିପଟୁ ଋଷ ଆକ୍ରମଣ କରି ଚାଲିଛି । ୟୁକ୍ରେନର ଅବସ୍ଥା ଭୟାବହ ହୋଇପଡ଼ିଛି । ୟୁକ୍ରେନ ସହ ଋଷ ଆଲୋଚନା କରିବା ପାଇଁ ରୋକଠୋକ୍ ମନା କରିଦେଇଛି । ସେପଟେ ୟୁକ୍ରେନର ରାଷ୍ଟ୍ରପତି ଆମେରିକାକୁ ଗୁଳିଗୋଳା ଯୋଗାଇ ଦେବା ପାଇଁ ସହାୟତା ମାଗିଛନ୍ତି ।

Comments are closed, but trackbacks and pingbacks are open.