Latest Odisha News

BREAKING NEWS

ସଚିନଙ୍କ ଝିଅ ସାରାଙ୍କ ମଡେଲ ଲୁକ ଚର୍ଚ୍ଚାରେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ପୁନର୍ବାର ଚର୍ଚ୍ଚାରେ । ତାଙ୍କର ଏକ ଗ୍ଲାମରସ ଲୁକ ଏବେ ସମସ୍ତଙ୍କ ମନ କିଣିଛି । ତାଙ୍କର ମଡେଲିଂ ଲୁକ କୌଣସି ହିରୋଇନଠାରୁ କମ ନୁହେଁ । ଇନଷ୍ଟାଗ୍ରାମରେ ସାରା ତାଙ୍କ ମଡେଲିଂ ଫଟୋ ଏବଂ ଭିଡିଓ ଶେୟାର କରିଛନ୍ତି, ଯାହାକି ଭାଇରାଲ ହେବାରେ ଲାଗିଛି ।ସେ ଏକ ପୋଷାକ ବିଜ୍ଞାପନ ପାଇଁ ଅନ୍ୟ ୨ଜଣଙ୍କ ସହ ମଡେଲିଂ କରୁଛନ୍ତି ।

ପୂର୍ବରୁ ଗାୟିକା କନିକା କପୁରଙ୍କ ସହ ତାଙ୍କର ଏକ ଡେଟ ନାଇଟ ଫଟୋ ମଧ୍ୟ ଭାଇରାଲ ହୋଇଥିଲା । ସାରାଙ୍କ ଗ୍ଲାମର ଦୁନିଆରେ ପାଦ ଦେବା ପରେ ଏବେ ସେ ଫିଲ୍ମରେ ଖୁବ ଶୀଘ୍ର ଅଭିନୟ କରିବା ନେଇ ମଧ୍ୟ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି ।

Leave A Reply

Your email address will not be published.