ମୁମ୍ବାଇ: ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ମୁଭି ‘ସଡକ-୨’ର ଟ୍ରେଲର । ଓଟିଟି ପ୍ଲାଟଫର୍ମରେ ଏହାକୁ ରିଲିଜ କରାଯାଇଛି । ଟ୍ରେଲରରେ ପୁଣି ଥରେ ମୁନ୍ନା ଭାଇ ତଥା ବଲିଉଡର ସଂଜୁ ବାବାଙ୍କ ଦମଦାର ଆକ୍ଟିଂ ଦେଖିବାକୁ ମିଳିଛି । ସେହିପରି ଲିଡ୍ ରୋଲ୍ରେ ଥିବା ଆଲିଆ ଭଟ୍ଟ ଓ ଆଦିତ୍ୟ ରାୟ କପୁରଙ୍କ ମଧ୍ୟ ଜବରଦସ୍ତ ରୋମାନ୍ସ ରହିଛି ।
ଏଥିରେ ସଂଜୟ ଦତ୍ତଙ୍କୁ ଜଣେ ଟ୍ରାଭେଲ ଏଜେଂଟ ଭାବେ ଦେଖିବାକୁ ମିଳିବ । ସେହିପରି ଆଲିଆଙ୍କୁ ଆର୍ଯ୍ୟ ଏବଂ ଆଦିତ୍ୟ ବିଶାଲ ଭୂମିକାରେ ନଜର ଆସିବେ । ଫିଲ୍ମଟି ଆସନ୍ତା ୨୮ ତାରିଖରେ ଡିଜ୍ନୀ ପ୍ଲସ ହଟ୍ଷ୍ଟାରରେ ରିଲିଜ ହେବ । ମହେଶ ଭଟ୍ଟଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ଫିଲ୍ମ ୧୯୯୧ର ‘ସଡକ’ ଫିଲ୍ମର ସିକ୍ୱେଲ । ଯେଉଁଥିରେ ସଂଜୟ ଦତ୍ତ ଓ ପୂଜା ଭଟ୍ଟ ମୁଖ୍ୟ ଭୂମିକାରେ ଥିଲେ ।
BREAKING NEWS
- ହୋଲି ଖେଳିବା ପରେ ଆପଣଙ୍କ ଚର୍ମ ଏବଂ କେଶର ଯତ୍ନ ନେବେ କିପରି?
- Middle East Conflict: କାତାରରେ ଆମେରିକାକୁ ବଡ଼ ଝଟକା, ୯୦ ବିଲିୟନ ମୂଲ୍ୟର ରାଡାର ସିଷ୍ଟମକୁ ମାଟିରେ ମିଶାଇଲା ଇରାନ!
- Indian Government Released Helpline Number: ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ୟୁଏଇରେ କଣ୍ଟ୍ରୋଲ ରୁମ୍ ଖୋଲିଲା ଭାରତ…
- ପୁଣି ଲଜ୍ଜା! ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକ ଦୁଷ୍କର୍ମ ଅଭିଯୋଗ
- Holi 2026: ଭାରତର ଅନନ୍ୟ ସ୍ଥାନ, ଯେଉଁଠି କେବେବି ପାଳନ ହୋଇନି ହୋଲି…
- Middle East Conflict: ଇରାନ ଆକ୍ରମଣରେ ବେହାଲ ଆମେରିକା, କର୍ତ୍ତୃପକ୍ଷଙ୍କୁ ତୁରନ୍ତ ଜାଗା ଛାଡ଼ିବାକୁ ନିର୍ଦ୍ଦେଶ, ଉପସାଗରୀୟ ରାଷ୍ଟ୍ରରେ ଅନେକ ମୃତ
- ରାଜଧାନୀରେ ବର୍ବରକାଣ୍ଡ: ବିଚ୍ ରାସ୍ତାରେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ
- ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତକୁ ସାହାଯ୍ୟର ହାତ ବଢାଇଛି ଋଷ, ସାରା ବିଶ୍ୱରେ ଚହଳ
- Holi: ହୋଲି ପାଇଁ କଡା ସୁରକ୍ଷା ବଳୟରେ ଭୁବନେଶ୍ୱର
- ପଞ୍ଚମ ଦିନରେ ମଧ୍ୟପ୍ରାଚ୍ୟ ମହାଯୁଦ୍ଧ: ଯୁଦ୍ଧ ବଢାଇବାକୁ ଚେତାବନୀ ଦେଲେ ଟ୍ରମ୍ପ
Comments are closed.