Latest Odisha News

BREAKING NEWS

ସୁଧୁରୁଛି ସାଏରା ବାନୁଙ୍କୁ ସ୍ୱାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ: ନିଶ୍ୱାସ ପ୍ରଶ୍ୱାସ ନେବା ଏବଂ ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ଯୋଗୁ ବଲିଉଡ୍‌ ଅଭିନେତ୍ରୀ ସାଏରା ବାନୁଙ୍କୁ ଗତ ୨୮ ତାରିଖରେ ମୁମ୍ବାଇ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

BjdElectrycity

ତେବେ ସୂଚନା ମୁତାବକ ଭେଟେରାନ ଅଭିନେତ୍ରୀ ସାଏରା ବାନୁ ଏବେ ସୁସ୍ଥ ଅଛନ୍ତି ଏବଂ ରବିବାର ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିବା ଜଣାପଡ଼ିିଛି। ଏ ନେଇ ସାଏରା ବାନୁଙ୍କୁ ପରିବାର ବନ୍ଧୁଙ୍କ ପକ୍ଷରୁ ସୂଚନା ମିଳିଛି।

ସେ ଉଲ୍ଲେଖ କରିଛନ୍ତି ଯେ ସେ ଏବେ ସୁସ୍ଥ ଅଛନ୍ତି ଏବଂ ବିଶ୍ରାମ ନେଉଛନ୍ତି। ଆପଣଙ୍କର ପ୍ରେମ ଏବଂ ପ୍ରାର୍ଥନା ପ୍ରକୃତରେ ପ୍ରଶଂସନୀୟ। “ତାଙ୍କୁ ଆଇସିୟୁରୁ ସ୍ଥାନାନ୍ତର କରାଯାଇଛି। ଯଦି ଆଉ କିଛି ସମସ୍ୟା ନହୁଏ ତେବେ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଡିସଚାର୍ଜ ହୋଇପାରନ୍ତି ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି”।

Leave A Reply

Your email address will not be published.