Latest Odisha News

BREAKING NEWS

ନୂଆଁଖାଇରେ ସଟ୍‌ଡାଉନ୍ ହେବନି ସମ୍ବଲପୁର

ସମ୍ବଲପୁର: ସମ୍ବଲପୁର ଜିଲ୍ଲାବାସୀଙ୍କ ପାଇଁ ଆସିଲା ଖୁସି ଖବର । ନୂଆଁଖାଇରେ ସଟ୍‌ଡାଉନ୍ ହେବନି ସମ୍ବଲପୁର । କେବଳ ନୂଆଁଖାଇ ନୁହେଁ ସ୍ୱାଧୀନତା ଦିବସରେ ମଧ୍ୟ ସମ୍ବଲପୁର ସହର ସ୍ୱାଭାବିକ ରହିବ । ନୂଆଁଖାଇ ପାଇଁ ୨୨ ଓ ୨୩ ତାରିଖରେ ମଧ୍ୟ ସେଠାରେ ସଟଡାଉନ ହେବ ନାହିଁ ବୋଲି ସୂଚନା ମିଳିଛି । ଏହା ପ୍ରତିବଦଳରେ ଅଗଷ୍ଟ ୧୬ ଓ ୧୭ ତାରିଖରେ ସଟଡାଉନ କରାଯିବ । ଏନେଇ ସମ୍ବଲପୁର ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

Leave A Reply

Your email address will not be published.