Latest Odisha News

BREAKING NEWS

Browsing Tag

Shut down

ବୁର୍ଲା ଭିସୁଟ୍ ସଟ୍ ଡାଉନ

ସମ୍ବଲପୁର: ବୁର୍ଲା ଭିସୁଟ୍ ରେ କରୋନା ପଜିଟିଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେଠାରେ ସଟ୍ ଡାଉନ ଘୋଷଣା କରାଯାଇଛି । ଏଠାରେ ୨୯ ଜଣ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ପଦକ୍ଷପେ ନିଆଯାଇଛି । ଭିସୁଟ୍‌ର ହଷ୍ଟେଲଗୁଡିକୁ…

ନୂଆଁଖାଇରେ ସଟ୍‌ଡାଉନ୍ ହେବନି ସମ୍ବଲପୁର

ସମ୍ବଲପୁର: ସମ୍ବଲପୁର ଜିଲ୍ଲାବାସୀଙ୍କ ପାଇଁ ଆସିଲା ଖୁସି ଖବର । ନୂଆଁଖାଇରେ ସଟ୍‌ଡାଉନ୍ ହେବନି ସମ୍ବଲପୁର । କେବଳ ନୂଆଁଖାଇ ନୁହେଁ ସ୍ୱାଧୀନତା ଦିବସରେ ମଧ୍ୟ ସମ୍ବଲପୁର ସହର ସ୍ୱାଭାବିକ ରହିବ । ନୂଆଁଖାଇ ପାଇଁ ୨୨ ଓ ୨୩ ତାରିଖରେ ମଧ୍ୟ ସେଠାରେ ସଟଡାଉନ ହେବ ନାହିଁ ବୋଲି ସୂଚନା ମିଳିଛି ।…

ଆଜିଠାରୁ ୧୦ ଦିନ ପାଇଁ ସମ୍ବଲପୁରରେ ସଟ୍ ଡାଉନ

ସମ୍ବଲପୁର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଜିଠାରୁ ସମ୍ବଲପୁରକୁ ସଟ୍ ଡାଉନ କରାଯାଇଛି । ଆଜିଠାରୁ ୩୧ ତାରିଖ ଯାଏଁ ଅର୍ଥାତ ୧୦ ଦିନିଆ ସଟ୍ ଡାଉନ ଘୋଷଣା ହୋଇଛି । ଏହି ସଟ୍‌ଡାଉନ ସମୟରେ ଜିଲ୍ଲା ଭିତରେ ଯାତାୟତ ନେଇ କଟକଣା ଜାରି ହୋଇଛି । କେବଳ ଅତ୍ୟାବଶ୍ୟକ ଦୋକାନ…

ତମାଣ୍ଡୋରେ ୩୬ ଘଣ୍ଟିଆ ସଟ୍ ଡାଉନ ଘୋଷଣା

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ସେଣ୍ଟ୍ରାଲ ବ୍ୟାଙ୍କର କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ପରେ ସ୍ଥାନୀୟ ବଜାରରେ ୩୬ ଘଣ୍ଟିଆ ସଟ୍ ଡାଉନ ଘୋଷଣା ହୋଇଛି । ବ୍ୟାଙ୍କ ଓ ଏହାର ଆଖପାଖ ଅଂଚଳ ଆଜି ସକାଳ ଠାରୁ ମଙ୍ଗଳବାର ରାତି ୯ଟା ଯାଏଁ ସଟ୍ ଡାଉନ ରହିବ । ଗତ ୮ରୁ ୧୦ ତାରିଖ ଭିତରେ…

ସମ୍ବଲପୁରରେ ଲାଗୁ ହେଲା ଦୁଇ ଦିନିଆ ସାପ୍ତାହିକ ସଟ୍ ଡାଉନ

ସମ୍ବଲପୁର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ସମ୍ବଲପୁରରେ ପ୍ରଥମ ଥର ପାଇଁ ଲାଗୁ ହେଲା ସାପ୍ତାହିକ ଦୁଇ ଦିନିଆ ସଟ୍ ଡାଉନ । ଆଜି ଶନିବାର ଓ ଆସନ୍ତାକାଲି ସହର ସଟ୍ ଡାଉନ ରହିବ । ଜରୁରୀ କାଳୀନ ସେବା ଉପରେ କଟକଣା ଜାରି ହେବ ନାହିଁ ବୋଲି ସମ୍ବଲପୁର ଏସ୍‌ପି ଟ୍ୱିଟ୍ କରି ସୂଚନା…

ଗୋଷ୍ଠୀ ସଂକ୍ରମଣ ହେଲେ ସ୍ଥିତି ଭୟାନକ ହେବ, ସଟ୍‌ଡାଉନ୍ କର: ପିସିସି ସଭାପତି

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କୟା ବିସ୍ତାର କରିବାରେ ଲାଗିଛି କରୋନା । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କିଛି ଦିନ ତଳେ ଓଡ଼ିଶାରେ କରୋନା ପ୍ରବାସୀଙ୍କ ମଧ୍ୟରେ ସୀମିତ ଥିଲା । ଏବେ କିନ୍ତୁ ଏହା ଗୋଷ୍ଠୀ ସଂକ୍ରମଣ ଆଡକୁ ଗତି କରୁଛି । ଥରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ…

ବ୍ରହ୍ମପୁର ସହର ୪ ଦିନ ପାଇଁ ସମ୍ପୂର୍ଣ୍ଣ ସଟ୍‌ଡାଉନ୍

ବ୍ରହ୍ମପୁର: ପ୍ରତିଦିନ ରେଶମ ସହର ବ୍ରହ୍ମପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସହର ୪ ଦିନ ପାଇଁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଆସନ୍ତାକାଲିଠାରୁ ମଙ୍ଗଳବାର ପର୍ଯ୍ୟନ୍ତସମ୍ପୂର୍ଣ୍ଣ ସଟ୍ ଡାଉନ ରହିବ ପୁରା ସହର । ଏହି ସମୟରେ ସହରରେ ୭୦ଟି…

ଆଜିଠାରୁ ୧୧ଟି ଜିଲ୍ଲାରେ ପୁଣି ଦୁଇ ଦିନିଆ ସଟ୍ ଡାଉନ

ଭୁବନେଶ୍ୱର : ଆଜିଠାରୁ ପୁଣି ରାଜ୍ୟରେ ଦୁଇ ଦିନିଆ ସଟ୍‌ଡାଉନ ପାଳନ ହେଉଛି । ୧୧ଟି ଜିଲ୍ଲା ଆଜି ଓ ଆସନ୍ତକାଲି ସଟ୍ ଡାଉନ ରହିବ । ଏହି ଜିଲ୍ଲାଗୁଡିକ ହେଲା ଗଂଜାମ, ପୁରୀ, ନୟାଗଡ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଭଦ୍ରକ, ଜଗତସିଂହପୁର, ଯାଜପୁର, ବାଲେଶ୍ୱର ଓ ବଲାଙ୍ଗିର । ସଟ୍ ଡାଉନ…

୬ ମାସ ଭିତରେ କେହି ନକିଣିଲେ ବନ୍ଦ ହୋଇପାରେ ଏୟାର ଇଣ୍ଡିଆ !

ନୂଆଦିଲ୍ଲୀ: ସରକାରୀ ବିମାନ କମ୍ପାନୀ ଏୟାର ଇଣ୍ଡିଆକୁ ଯଦି କେହି ଆଗାମୀ ଛଅ ମାସ ଭିତରେ କେହି ନ କିଣନ୍ତି ତାହାଲେ ଆଗାମୀ ଛଅ ମାସ ଏହା ବନ୍ଦ ହୋଇପାରେ | ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ , ଏୟାର ଇଣ୍ଡିଆ ର ଜଣେ କର୍ମକର୍ତ୍ତା ଏସମ୍ପର୍କରେ କହିଛନ୍ତି | କାରଣ ଏହିପରି ଭାବରେ…